ଆଠଗଡ଼, ୩୦।୯ :ମହାନଦୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ। ଗାଧେଇବାକୁ ଯାଇ ମହାନଦୀରେ ନିଖୋଜ। ନିଖୋଜ ଛାତ୍ର ଜଣକ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ କାଇପୁଡ଼ିଆ ଗ୍ରାମର ଅନୁଷ୍ ଓଝା (୧୪) । ଆଠଗଡ ଅଗ୍ନିଶମ ବାହିନୀ ପକ୍ଷରୁ ମହାନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।