PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ଆଜଲାନ ସାହା କପ୍ ହକି ଚାମ୍ପିଅନସିପ୍: ୧୮ ଜଣିଆ ଭାରତୀୟ ଟିମ୍ ଘୋଷିତ, ୩ ଓଡିଆ ସାମିଲ

ନୁଆଦିଲ୍ଲୀ ୬/୩: ଆଜଲାନ ସାହା କପ୍ ହକି ଚାମ୍ପିଅନସିପ୍ ପାଇଁ ଭାରତୀୟ ଟିମ୍ ନିଜ ପ୍ରସ୍ତୁତି ଆରମ୍ଭ କରିଛି । ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଭାରତୀୟ ଟିମ୍ ଘୋଷିତ । ଏହି ୧୮ ଜଣିଆ ଭାରତୀୟ ଟିମରେ ୩ ଓଡିଆ ଖେଳାଳୀ ଅଛନ୍ତି । ସେମାନେ ହେଉଛନ୍ତି ବିରେନ୍ଦ୍ର ଲାକ୍ରା, ଶୀଲାନନ୍ଦ ଲାକ୍ରା ଓ ଅମିତ ରୋହିଦାସ ।

ଟିମର ନେତୃତ୍ୱ ନେବେ ମନପ୍ରିତ୍ ସିଂହ । ଆଜି(ବୁଧବାର) ଏହି ୧୮ ଜଣିଆ ଟିମ୍ ପ୍ରସ୍ତୁତ ହୋଇଛି । ଚଳିତ ବର୍ଷ ଆଜଲାନ୍ ଶାହ କପ୍ ୨୩ରୁ ୩୦ ମାର୍ଚ୍ଚ ମଧ୍ଯରେ ଖେଳାଯିବ । ଭାରତ ବ୍ଯତୀତ ମାଲେସିଆ, କାନାଡା, କୋରିଆ, ସାଉଥ୍ ଆଫ୍ରିକା ମଧ୍ଯ ଭାଗ ନେବେ ।

ଟିମର ଖେଳାଳୀ
ଗୋଲକିପର– ପି ଆର୍ ଶ୍ରୀଜେଶ୍, କୃଷ୍ଣା ବି ପାଠକ, ଡିଫେନସିଭ୍–ଗୁରବିନ୍ଦର ସିଂହ, ସୁରେନ୍ଦ୍ର କୁମାର(ଭାଇସ୍ କ୍ଯାପଟେନ୍), ବରୁଣ କୁମାର, ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, କୋଠାଜିତ୍ ସିଂହ ଖଣ୍ଡଗବମ, ମିଡିଲ୍ ଲାଇନ୍– ହାର୍ଦ୍ଦିକ ସିଂହ, ନୀଳକାନ୍ତ ଶର୍ମା, ସୁମିତ ବିବେକ ସାଗର ପ୍ରସାଦ, ମନପ୍ରିତ୍ ସିଂହ(କ୍ଯାପଟେନ୍), ଫ୍ରଣ୍ଟ ଲାଇନ୍–ମନଦୀପ ସିଂହ, ସିମରନଜିତ୍ ସିଂହ, ଗୁଜନ୍ତ ସିଂହ, ଶିଲାନନ୍ଦ ଲାକ୍ରା ଓ ସୁମିତ କୁମାର ।

ସମ୍ବନ୍ଧିତ ଖବର