PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ସୁପର୍- ୩୦ : ପାଞ୍ଚଦିନରେ କଲା ୬୦କୋଟି ଟଙ୍କାର ବ୍ୟବସାୟ

ମୁମ୍ବାଇ ୧୭/୦୭  ହ୍ରିତକ ରୋଶନଙ୍କ ସୁପର-୩୦ ସିନେମା ପ୍ରଥମ ସପ୍ତହରେ ୫୦କୋଟି ଟଙ୍କା କମାଇଥିବା ବେଳେ ଦ୍ବିତୀୟ ସପ୍ତାହରେ ୬୪.୦୭ କୋଟି ବ୍ୟବସାୟ କରିଥିବା  ଜଣାପଡିଛି।

କାବିଲ୍‌ ସିନେମା ରିଲଜ୍‌ ହେବା ଦେଢ଼ ବର୍ଷ ପରେ  ହ୍ରିତିକ୍‌ ରେଶନ୍‌ ତାକଙ୍କର ବହୁ ପ୍ରତିକ୍ଷୀତ ବାୟୋପିକ୍‌ ସିନେମା ସୁପର୍‌ -୩୦ ଜୁଲାଇ ୧୨ (ଶୁକ୍ରବାର) ଦିନ ରିଲିଜ୍‌ ହୋଇଥିଲ। ଏହା ବାୟୋପକ୍ ସିନେମାଟି ର୍ଦଶକଙ୍କୁ  ବେଶ୍‌ ପସନ୍ଦ ଆସିଛି ।,ଏହି ସିନେମାଟି ବିହାର ଗଣିତ ଶିକ୍ଷକ ଆନ୍ଦନ କୁମାରଙ୍କ ଜୀବନୀ (ବାୟୋପକ୍) ଉପରେ ଆଧାରିତ। ସୁପର୍‌ -୩୦ ସିନେମାରେ  ହ୍ରିତିକ୍ ରୋଶନ ଗଣିତ ଶିକ୍ଷକ ଆନ୍ଦନ କୁମାରଙ୍କ ଭୂମିକାରେ ଅଭିନୟ କରିଛନ୍ତି । ସୁପ୍‌ର -୩୦,  ରିଲିଜ୍ର ୩ଦିନ ମଧ୍ୟରେ ୫୦ କୋଟି ଟଙ୍କା ବ୍ୟବସାୟ  ହୋଇଥିବା ବେଳେ  ପାଞ୍ଚଦିନରେ ୬୪.୦୭ କୋଟି ଟଙ୍କା ବ୍ୟବସାୟ କରିଛି।

 

ପ୍ରଥମ ଦିନରେ ସୁପର୍‌ -୩୦ ୧୧.୩୦ କୋଟି, ତା ପରଦିନ ଅର୍ଥାତ ଶନିବାର ଦିନ ୧୮.୧୯ କୋଟି, ରବିବାର ଦିନ ୨୦.୭୪ କୋଟି ଓ  ସୋମବାର ଦିନ ୬.୯୨ କୋଟି ଟଙ୍କା ବ୍ୟବସାୟ କରିଥିବା  ତରୃଣ ଆନନ୍ଦ ଟ୍ବିଟ୍ରରେ  ସୋୟାର କରିଛନ୍ତି।

ସେହିପରି ଏହି ସିନେମାର ପ୍ରମୋଶନ ପାଇଁ ବିହାର ସରକାର ସିନେମାକୁ ଟ୍ୟାସ୍କ୍ ମୁକ୍ତ କରିଛିନ୍ତି।  ମଙ୍ଗଳବାର ଦିନ ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ହ୍ରିତିକ୍‌ ରୋଶନ୍‌  ଭେଟି ପ୍ରଂଶସା କରିଛନ୍ତି। ଏହି ସମୟରେ ନିଆଯାଇଥା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୁପର୍‌ -୩୦ ସିନେମାରେ ନିର୍ଦ୍ଦେଶନା ବିକାଶ ବେହେଲ ଦେଇଥିବା ବେଲେ  ମୁଖ୍ୟ ଭୂମିକାରେ ହ୍ରିତିକ୍‌ ରୋଶନ, ମୃଣାଲ ଠାକୁର , ପଙ୍କଜ୍‌ ତ୍ରିପାଠୀଙ୍କ ଭଳି କଳାକାରମାନେ ରହିଛନ୍ତି।

ସମ୍ବନ୍ଧିତ ଖବର