ସୋସିଆଲ ମିଡିଆରେ ଟ୍ରେଣ୍ଡ ମଚାଇଲା ସର୍ଜିକାଲ ଷ୍ଟ୍ରାଇକ୍-୨: ପାକିସ୍ତାନକୁ ଟ୍ରୋଲ୍ କଲେ ୟୁଜର୍ସ, ଦେଖନ୍ତୁ ଭାଇରାଲ ମିମ୍ସ

source:hindi.news18.com
ସର୍ଜିକାଲ ଷ୍ଟ୍ରାଇକ୍-୨ ପରେ ଦେଶରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସମସ୍ତେ, ଭାରତୀୟ ବାୟୁସେନା ଓ ସରକାରଙ୍କୁ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆରେ ମଧ୍ଯ ଏହାର ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଫେସବୁକ୍ ଓ ଟ୍ୱିଟରରେ ଟ୍ରେଣ୍ଡ ମଚାଇଛି ସର୍ଜିକାଲ ଷ୍ଟ୍ରାଇକ୍ ୨ । ପାକିସ୍ତାନ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଟ୍ରୋଲ୍ କରିବାରେ ଲାଗିପଡିଛନ୍ତି ୟୁଜର୍ସ । ସୋସିଆଲ ମିଡିଆରେ ମିମ୍ସ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ମିମ୍ସକୁ ଦେଖିଲେ ଆପଣ ମଧ୍ଯ ନିଜ ହସ ରୋକିପାରିବେନି । ତେବେ ଆସନ୍ତୁ ଦେଖିବା କିଛି ମଜାଦାର ମିମ୍ସ …
कई दिनों से #Balakot वाले भारतीय टमाटरों के लिए रो-पीट रहे थे, #IndianAirForce ने रात हज़ार टन की पहली खेप जैश के कंट्रोल रूम को दे दी है !अमन का सफ़ेद रंग तो आपको समझ नहीं आता?सो @ImranKhanPTI उम्मीद है कि ये लाल रंग पसंद आया होगा ! जितना माँगोगे उतना टमाटर भेजेगें? वादा ???
— Dr Kumar Vishvas (@DrKumarVishwas) February 26, 2019
ये मोदी का हिंदुस्तान है, घर में घुसेगा भी और मारेगा भी,
— Gajendra Singh Shekhawat (@gssjodhpur) February 26, 2019
Air Force carried out aerial strike early morning today at terror camps across the LoC and Completely destroyed it
एक एक क़तरा ख़ून का हिसाब होगा !ये तो एक शुरुआत है .. ये देश नहीं झुकने दूंगा…#Balakot #Surgicalstrike2 pic.twitter.com/fqYJgWxuqX
Tuesday is #Hanuman ji’s day. Hanuman had also entered Lanka & taught #Ravana a lesson. The 1st strike to warn the enemy was by #Hanuman .
— Tehseen Poonawalla (@tehseenp) February 26, 2019
But Ravana did not understand. Hope this Tuesday ,day of #Hanuman ji atleast the #PakistanArmy & #Pakistan peoples realise this . #JaiHind
Meanwhile: Pakistan PM to china’s president.#PKMKB #howsthejosh pic.twitter.com/RLK671KnsW
— Aryan debnath (@debnath_aryan) February 26, 2019
Pakistan was alert for Surgical Strike but it was an Air Strikes..!!
— कामिनी मैहरा ?? (@kamini_mehra5) February 26, 2019
Out of syllabus?#HowsTheJosh #IndianAirCraftsCrossedBorder



















