ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ସୁସ୍ମିତାଙ୍କୁ ବର୍ଥ ଡେ' ୱିସ୍ କଲେ ପୂର୍ବତନ ପ୍ରେମିକ ରୋହମାନ, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

ନୂଆଦିଲ୍ଲୀ ୧୯/୧୧: ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଆଜି ତାଙ୍କର ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି। ସୁସ୍ମିତା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି ଏବଂ ଫ୍ୟାନ୍ସଙ୍କ ସହ ପ୍ରାୟତଃ ନିଜର ଫଟୋ ଭିଡିଓ ସେୟାର କରନ୍ତି। ଫିଲ୍ମ କ୍ୟାରିୟର ବ୍ୟତୀତ ଅଭିନେତ୍ରୀ ତାଙ୍କର ପର୍ସନାଲ୍ ଲାଇଫକୁ ନେଇ ବି ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ତାଙ୍କର ପୂର୍ବତନ ପ୍ରେମିକ ରୋହମାନ ଶାଲ ଅଭିନେତ୍ରୀଙ୍କୁ ଜନ୍ମଦିନରେ ଖାସ୍ ଅନ୍ଦାଜରେ ଅଭିନନ୍ଦନ ଜଣାଇଛନ୍ତି।

{"id":495458,"sizeSlug":"full","linkDestination":"none"}

ପ୍ରାୟ ଦୁଇ ବର୍ଷ ଧରି ସୁସ୍ମିତା ଏବଂ ରୋହମାନ ଶାଲ୍ ପରସ୍ପରକୁ ଡେଟ୍ କରିଥିଲେ। ଉଭୟଙ୍କ ସମ୍ପର୍କ ବହୁତ ଭଲ ଥିଲା, କିନ୍ତୁ ଗତ ବର୍ଷ ଦୁହେଁ ଅଲଗା ହୋଇଗଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେମାନଙ୍କ ସମ୍ପର୍କର ସମାପ୍ତି ବିଷୟରେ ଅଭିନେତ୍ରୀ କହିଥିଲେ। ଏଥି ସହିତ, ବର୍ତ୍ତମାନ ରୋହମାନ ସୁସ୍ମିତାଙ୍କୁ ୪୭ ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ରୋହମାନ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସୁସ୍ମିତାଙ୍କ ଏକ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ରେଡ୍ ହାର୍ଟ ସହିତ ୪୭ ଲେଖିଛନ୍ତି। ଏଥିରେ ସୁସ୍ମିତା ବହୁତ ସୁନ୍ଦର ଦେଖାଯାଉଛନ୍ତି।

ରୋହମାନଙ୍କ ସହ ସୁସ୍ମିତାଙ୍କ ଲଭ୍ ଷ୍ଟୋରୀ ମଧ୍ୟ ବହୁତ ଆକର୍ଷଣୀୟ ଥିଲା। ବର୍ତ୍ତମାନ ଦୁହିଁଙ୍କ ବ୍ରେକଅପ୍ ହୋଇସାରିଛି। କିନ୍ତୁ ଆଜି ବି ସେମାନେ ବନ୍ଧୁ ହୋଇ ରହିଛନ୍ତି ଏବଂ ପ୍ରାୟତଃ ଏକାଠି ନଜର ଆସୁଛନ୍ତି। ବାସ୍ତବରେ ରୋହମାନ ସୁସ୍ମିତାର ଜଣେ ଫ୍ୟାନ୍ ଥିଲେ। ରୋହମାନ ଅଭିନେତ୍ରୀଙ୍କୁ ଇନଷ୍ଟାଗ୍ରାମରେ ମେସେଜ୍ କରିଥିଲେ। ଭୁଲରେ ଦିନେ ଅଭିନେତ୍ରୀ ରୋହମାନଙ୍କ ମେସେଜ୍ ଦେଖି ଉତ୍ତର ମଧ୍ୟ ଦେଇଥିଲେ, ଏହା ପରେ ରୋହମାନ ତାଙ୍କୁ ମେସେଜ କରିଥିଲେ।

{"id":495459,"sizeSlug":"full","linkDestination":"none"}

ସୁସ୍ମିତା ରୋହମାନଙ୍କୁ ପସନ୍ଦ କରିଥିଲେ ଏବଂ ଦୁହେଁ କଥା ହେବା ଆରମ୍ଭ କରିଥିଲେ। ଏହା ପରେ, ଦୁହିଁଙ୍କର ଭେଟ ହୋଇଥିଲା ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ବର୍ତ୍ତମାନ ଦୁହେଁ ଅଲଗା ହୋଇଯାଇଛନ୍ତି। ଏବଂ ରୋହମାନ ସୁସ୍ମିତାଙ୍କ ସହ ପ୍ରାୟତଃ ନଜର ଆସୁଛନ୍ତି। ତାଙ୍କ ବ୍ରେକଅପ୍ ବିଷୟରେ ବର୍ଣ୍ଣନା କରି ସୁସ୍ମିତା ଲେଖିଥିଲେ, 'ଏହା ବନ୍ଧୁତ୍ୱରୁ ଆରମ୍ଭ ହୋଇଥିଲା ଏବଂ ଏହା ସର୍ବଦା ରହିବ। ସମ୍ପର୍କ ସମାପ୍ତ ହୋଇଛି, ପ୍ରେମ ନୁହେଁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.