PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ରାମଲୀଳା ମହୋତ୍ସବ, ତାଡକା ବଧ ଓ ଶିବ ଧନୁ ଭଗ୍ନ ନାଟକ ମଞ୍ଚସ୍ଥ

ବାଉଁଶୁଣୀ,୦୧/୦୪: ଶ୍ରୀ ଶ୍ରୀରାମ ଲୀଳା ନାଟ୍ୟ ସଂସଦ ବାଉଁଶୁଣୀ ଛକ ଦ୍ଵାରା ୫୭ ତମ ରାମଲୀଳା ମହୋତ୍ସବର ଦ୍ୱିତୀୟ ରଜନୀରେ ତାଡକା ବଧ୍ ଓ ଶିବଧନୁ ଭଗ୍ନ ନାଟକ ମଞ୍ଚସ୍ଥ ହୋଇଥିଲା । ଅସୂର ମାନଙ୍କ ଅତ୍ୟାଚାର ସହି ନ ପାରି ମୁନି ବିଶ୍ଵାମିତ୍ର ଅଯୋଧ୍ୟାକୁ ଯାଇ ଅସୁର ସଂହାର ପାଇଁ ରାମ ଲକ୍ଷ୍ମଣଙ୍କୁ ଦେବା ପାଇଁ ଦଶରଥଙ୍କୁ ମାଗିଥିଲେ । କିନ୍ତୁ ରାଜା ଦଶରଥ ପୁତ୍ର ସେନେହରେ ରାମ ଲକ୍ଷ୍ମଣଙ୍କୁ ନ ଦେଇ ଭରତ ଶତ୍ରୁଘ୍ନଙ୍କୁ ଦେଇଥିଲେ । ଏଥିରେ ବିଶ୍ଵାମିତ୍ର କ୍ରୋଧଘର ହୋଇ ଅଭିଶାପ ଦେବେ ବୋଲି ଭୟରେ ବଶିଷ୍ଠଙ୍କ ପରାମର୍ଶରେ ରାମ ଲକ୍ଷ୍ମଣଙ୍କୁ ଦେଇଥିଲେ ।

ବିପୁଳ ବନକୁ ଯିବା ସମୟରେ ବାଟ ରେ ତାଡକା ଅସୁରୀ ସହିତ ଭେଟ ହୋଇଥିଲା । ଅଶୁର ମାନଙ୍କୁ ମାରି ପ୍ରଭୁ ରାମଚନ୍ଦ୍ର ବାଟରେ ପାସାଣି ଅହଲ୍ୟାକୁ କରିଥିଲେ । ଗଙ୍ଗା ନଦୀ ପାର ହୋଇ ରାମ ଲକ୍ଷ୍ମଣ ଓ ବିଶ୍ଵାମିତ୍ର ଯନକପୁରୀ କୁ ଯାଇଥିଲେ । ରାଜଶ୍ରୀ ଜନକ ସୀତାଙ୍କ ବିବାହ ପାଇଁ ଲକ୍ଷେ ରାଜା ବରଣ କରି ପଣ କରିଥିଲେ ଯେ ଯିଏ ଶିବଧନୁ ଭଗ୍ନ କରିବ ସବିତାଙ୍କୁ ତାହା ସହିତ ବିବାହ ଦେବେ । ଲକ୍ଷେ ରାଜାଙ୍କ ମେଳରେ ପ୍ରଭୁ ରାମଚନ୍ଦ୍ର ଶିବଧନୁ ଭଗ୍ନ କରି ଜନକ ନନ୍ଦିନୀ ସୀତାଙ୍କୁ ବିବାହ କରିଥିଲେ । ଏହି ନାଟକରେ ରାମ ଭୂମିକାରେ, ଛବିଳ , ଲକ୍ଷ୍ମଣ ଗିରି ମେହେର, ବିଶ୍ଵାମିତ୍ର – ହଳଧର ଦନାୟକ,ଜନକ- ରଘୁନାଥ ମେହେର, ବଶିଷ୍ଠ – ପ୍ରହଲ୍ଲାଦ ମେହେର, ଶତୃଘ୍ନ – ଜୟନ୍ତ ମେହେର ,ସିତା-ପିତାମ୍ବର ମେହେର ମାନଙ୍କ ଅଭିନୟ କୁ ଦର୍ଶକ ମାନଙ୍କୁ ବାନ୍ଧି ଦେଇଥିଲା ।