ମୋଦିଙ୍କ ଗିଫ୍ଟ ପରେ ଭାରତରେ 'Melody' ମହାଲୁଟ୍, କ୍ୱିକ୍ କମର୍ସ ପ୍ଲାଟ୍ଫର୍ମରୁ ଟଫି ସଫା, କନଫ୍ୟୁଜନରୁ ବଢିଗଲା 'ପାର୍ଲେ ଇଣ୍ଡଷ୍ଟ୍ରିଜ୍'ର ସେୟାର
ନୂଆଦିଲ୍ଲୀ, ୨୧/୦୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ବନ୍ଧୁତ୍ୱକୁ ନେଇ ଅନେକ ସମୟରେ ସୋସିଆଲ...