PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

କର୍ଣ୍ଣାଟକରେ ମସଜିଦ୍‌ ତଳେ ମନ୍ଦିର ଭଳି ସଂରଚନା ଥିବା ଦାବି ,  ୧୪୪ ଧାରା ଲାଗୁ

/www.opindia.com

ନୂଆଦିଲ୍ଲୀ : ବିଶ୍ୱ ହିନ୍ଦୁ ପରିଷଦ(ବିହିପ)ର ଜଣେ ନେତାଙ୍କ ଦ୍ୱାରା କର୍ଣ୍ଣାଟକର ମେଙ୍ଗାଲୁରୁରେ ରାମ ମନ୍ଦିର ନେଇ ଆନ୍ଦୋଳନର ଚେତାବନୀ ଦିଆଯିବା ପରେ , ମଙ୍ଗଳବାର ରାତିରୁ ଜୁମା ମସଜିଦର ୫୦୦ ମିଟରର ସୀମା ଭିତରେ ଲୋକଙ୍କ ସମାଗମ ଉପରେ ପ୍ରତିବନ୍ଧକ ଲଗା ଯାଇଛି । ଏହାସହ ସଂପୃକ୍ତ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି। ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ମୁତାବିକ , ନେତା ଦାବି କରିଛନ୍ତି କି ମସଜିଦ୍‌ର ନିମ୍ନ ଭାଗର ସରଞ୍ଚନା ମନ୍ଦିର ଭଳି ଅଛି। ନେତାଙ୍କ ଦାବି କି ମସଜିଦ୍‌ରେ ଗତ ୨୧ ଅପ୍ରେଲରୁ ମରାମତି କାର୍ଯ୍ୟ ବେଳେ ଏହା ଜଣାପଡ଼ିଛି ।  

ବିହିପ ନେତାଙ୍କର ଧମକ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖେଇଛନ୍ତି। ମଙ୍ଗଳବାର ରାତି ୮ଟାରୁ ଗୁରୁବାର ସକାଳ ୮ଟା ଯାଏ ଧାରା ୧୪୪ ଲାଗୁ ହୋଇଛି। ନେତାଙ୍କର ଦାବି କି ଗତ ମାସରେ ମେଙ୍ଗାଲୁରୁର ମଲାଲି ଅଞ୍ଚଳ ସ୍ଥିତ ଜୁମା ମସଜିଦ୍‌ର ନବୀକରଣ କାର୍ଯ୍ୟ ବେଳେ ଅଧିକାରୀମାନଙ୍କୁ ମସଜିଦ ତଳେ ମନ୍ଦିର ଭଳି ସଂରଚନା ମିଳିଛି ।   

ରବିବାର ବିହିପ ଦ୍ୱାରା ଆୟୋଜିତ ଏକ ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି କି ୨୬ମଇ ପୂର୍ବରୁ ଗାଁରେ ଥମ୍ବୁଲା ପ୍ରଶ୍ନର ନୀତ ହେବ ,ଏହା ପରେ ହିନ୍ଦୁ ଦେବତାଙ୍କ ଉପସ୍ଥିତି ବିଷୟରେ ଜାଣିବା ପାଇଁ ଅଷ୍ଟମଙ୍ଗଳ ପ୍ରଶ୍ନର ଆଯୋଜନ କରାଯିବ।