PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

୧୬ ବର୍ଷର ଏହି ଅଭିନେତ୍ରୀ ଭାରତୀୟ କ୍ରିକେଟ ଟିମର ଏହି ଖେଳାଳିଙ୍କ ବଡ଼ ଫ୍ୟାନ୍,ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: ଆଜିର ସମୟରେ ଯଦି ଦେଖାଯାଏ ତେବେ ଭାରତୀୟ ଟିମର ଖେଳାଳିଙ୍କ ଫିଟନେସ୍ ଖୁବ୍ ଆକର୍ଷକ ରହିଛି। ଏମିତିକ ଖେଳ ଆମ ଜୀବନର ଖୁବ୍ ମହତ୍ତ୍ବପୂର୍ଣ୍ଣ ଅଂଶ ଏହା ଦ୍ବାରା ଆମର ଶରୀର ସୁସ୍ଥ ଓ ଦେହ ଫିଟ୍ ରହିଥାଏ। କିନ୍ତୁ ଏଭଳି ଜଣେ ଆକଟ୍ରେସ ଅଛନ୍ତି ଯାହାଙ୍କୁ ଭାରତୀୟ କ୍ରିକେଟ ଟିମର ଜଣେ ଖେଳାଳି ଖୁବ୍ ଭଲ ଲାଗନ୍ତି। ଆଉ ଏହି ଖେଳାଳି ଜଣକ ହେଉଛନ୍ତି, ଭାରତର ପୂର୍ବତନ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି।ଏହି ଆକଟ୍ରେସ ଜଣକ ହେଉଛନ୍ତି ଅନୁଷ୍କା ସେନ୍, ତାଙ୍କର ବୟସ ହେଉଛି ମାତ୍ର ୧୬ବ​‌ର୍ଷ।

ଅନୁଷ୍କା ମହେନ୍ଦ୍ର ସିଂଙ୍କ ବଡିଫିଟସେନ, ତାଙ୍କର କ୍ୟାରିୟର ଏବଂ କ୍ରିକେଟ ପରଫରମାନ୍ସ ଦେଖି ତାଙ୍କର ବଡ ଫ୍ୟାନ ପାଲଟି ଯାଇଛନ୍ତି। ଅନୁଷ୍କାଙ୍କ କ୍ୟାରିୟର ବିଷୟରେ ଯଦି କଥା ହେବା ତେବେ ସେ ଜଣେ ଟେଲି ଅଭିନେତ୍ରୀ। ସେ ‘ବାଲବୀର,ଦେବୋ କି ଦେବ ମହାଦେବ ଏବଂ ଅନେକ ଏଣ୍ଟରଟେନମେଣ୍ଟ ଶୋ’ ରେ କାମ କରିସାରିଛନ୍ତି। ଏବେ ଅନୁଷ୍କା ’ଝାନସୀ କି ରାନୀ’ ସିରିୟଲରେ ରାଣୀ ଲକ୍ଷ୍ମୀବାଈଙ୍କ ଭୂମିକାରେ ଅଭିନୟ କରୁଛନ୍ତି।ଖୁବ୍ କମ୍ ବୟସରେ ଅନୁଷ୍କା ନିଜର ବେଶ୍ ଲୋକପ୍ରିୟତା ସୃଷ୍ଟି କରିପାରିଛନ୍ତି।