ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

କନ୍ନଡ଼ ଗୀତରେ ଡ୍ୟାନ୍ସ କରିବାକୁ ନେଇ ବର ସହ ବରଯାତ୍ରୀଙ୍କୁ ମାଡ଼ ମାରିଲେ ଲୋକେ ! ୫ ଆହତ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ : ଆପଣ କେବେ କୌଣସି ବାହାଘରରେ କୌଣସି ଏକ ଭାଷାର ଗୀତକୁ ନେଇ ହଙ୍ଗାମା ସୃଷ୍ଟି ହେବାର ଦେଖିଛନ୍ତି ବା ଶୁଣିଛନ୍ତି କି ? ଏମିତି ଏକ ମାମଲା ଏବେ ସାମନାକୁ ଆସିଛି। ଗୁରୁବାର ଦିନ କର୍ଣ୍ଣାଟକର ହେଲାଗାଭି ତାଲୁକ ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି ।

ବାହାଘର ଶୋଭାଯାତ୍ରା ବେଳେ କନ୍ନଡ଼ ଗୀତ ବାଜିବାରୁ କିଛି ଲୋକଙ୍କ ଭାବନାକୁ ଆଘାତ ଲାଗିଥିଲା ଏବଂ ସେମାନେ ବର ଓ କନ୍ୟା ପକ୍ଷର ଲୋକଙ୍କ ଉପରେ ଆକ୍ରମଣ କରି ଦେଇଥିଲେ । ଏହି ସମୟରେ ଉଭୟ ପକ୍ଷର ଲୋକଙ୍କୁ ଖୁବ ନିଷ୍ଠୁର ଭାବେ ମାଡ଼ ମରାଯାଇ ଥିଲା ।  ଏହି ଘଟଣାରେ ୫ଜଣ ଲୋକ ଆହତ ହେବାର ଖବର ଆସିଛି । ଆହତଙ୍କୁ ଚିକିତ୍ସା ପାଇଁ ବେଲଗମ ଜିଲ୍ଲା  ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ହୋଇଛି କି ମହାରାଷ୍ଟ୍ରର ସ୍ଥାନୀୟ ଭାଷାର ସମିତି ମହାରାଷ୍ଟ୍ର ଏକୀକରଣ ସମିତି (ଏମଇଏସ)ର କାର୍ଯ୍ୟକର୍ତ୍ତାମାନେ ଏହି ଘଟଣାର ସୂତ୍ରପାତ କରାଇଥିଲେ ।

ପୀଡ଼ିତ ପକ୍ଷଙ୍କର କହିବା ହେଲା କି ବାହାଘରରେ ଡ୍ୟାନ୍ସ  ବେଳେ ହଠାତ୍‌ ଲୋକେ ପଶିଆସିଲେ ଏବଂ ଲୋକଙ୍କୁ ମାଡ଼ ମାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.