PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଓଡ଼ିଆ ସିନେମା ‘ଦମନ’ ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୮/୧୧ : ହଲରେ ଓଡ଼ିଆ ସିନେମା ‘ଦମନ’ ଦେଖିଲେ ଦର୍ଶକଙ୍କୁ ଲାଗିବନି ଟିକସ । ଓଡିଶା  ସରକାରଙ୍କ  ମ୍ୟାଲେରିଆ  ନିରାକରଣ  କାର୍ଯ୍ୟକ୍ରମ  ଉପରେ  ନିର୍ମିତ  ଚଳଚ୍ଚିତ୍ର  ଦମନର  ପ୍ରଦର୍ଶନକୁ  ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ  ସମ୍ପୂର୍ଣ୍ଣ ଟିକସ  ମୁକ୍ତ  ଘୋଷଣା  କରିଛନ୍ତି  ।

ବାସ୍ତବ  ଜୀବନରେ  ମାଲକାନଗିରିର  ଦୁର୍ଗମ  ଅଞ୍ଚଳରେ  ସ୍ୱାସ୍ଥ୍ୟସେବା  ଯୋଗାଇବାରେ  ଜଣେ ଯୁବ ଡାକ୍ତର  ମାନବିକତାର ଯେଉଁ  ନୂଆ ଉଦାହରଣ ସୃଷ୍ଟି  କରିଛନ୍ତି  ତାହା  ଏ  ଚଳଚ୍ଚିତ୍ରର  ବିଷୟ ବସ୍ତୁ । ସ୍ୱାସ୍ଥ୍ୟ  ବିଭାଗ  ସମେତ  ସବୁ  ସରକାରୀ  କର୍ମଚାରୀ ମାନଙ୍କ  ମଧ୍ୟରେ  ସେବା ମନୋଭାବକୁ  ଆହୁରି  ମଜବୁତ୍  କରିବା  ଦିଗରେ  ଏହା  ପ୍ରଭାବିତ  କରିବ  ବୋଲି  ମୁଖ୍ୟମନ୍ତ୍ରୀ  ଆଶା  ବ୍ୟକ୍ତ  କରିଛନ୍ତି  ।

କୋଭିଡ ମହାମାରୀ  ସମୟରେ  ଯେଭଳି  ରାଜ୍ଯ  ସରକାରଙ୍କ  ବିଭିନ୍ନ  ବିଭାଗ  ସମନ୍ଵୟ  ରଖି  ସେବା ଯୋଗାଇଲେ  ସେଭଳି  କାମକଲେ ଆମେ ଏକ  ସୁସ୍ଥ ଓ  ସଚେତନ ସାମାଜର ବିକାଶ  କରିପାରିବ ବୋଲି  ମୁଖ୍ୟମନ୍ତ୍ରୀ ଦୃଢ଼  ବିଶ୍ବାସ  ପ୍ରକଟ କରିଛନ୍ତି ।

ସମ୍ବନ୍ଧିତ ଖବର