PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଜାରି ହେଲା ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶର ତାଲିକା, ଭାରତର ସ୍ଥାନ ଦେଖି ଆମେରିକାର ଉଡିଯିବ ହୋସ୍

ଆପଣ ସମସ୍ତେ ଜାଣନ୍ତି କି ଯେବେଠୁ ଦେଶରେ ଭାଜପା ସରକାର ତିଆରି ହୋଇଛି ସେବେଠାରୁ ଭାରତର ଦେଶ ବିଦେଶ ତଥା ସବୁଠି ଶକ୍ତି ବଢ଼ିଛି। ସାରା ଦେଶ ଆଜି ଭାରତ ସହିତ ଠିଆ ହୋଇଛି। ମାତ୍ର ଭାରତ ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ମଧ୍ୟରେ କେଉଁ ସ୍ଥାନରେ ରହିଛି ତାହା ଆଜି ଆମେ କହିବାକୁ ଜାଉଛୁ।

ସବୁ ଦେଶ ତାର ନିଜର ସୈନ୍ୟ ସୁରକ୍ଷାକୁ ମଜବୁତ କରି ରଖିଛି। ନିଜ ସୈନ୍ୟବାହିନୀକୁ ମଜବୁତ କରିବା ପାଇଁ ସବୁ ଦେଶ ପ୍ରୟାସ ମଧ୍ୟ କରୁଛି।

କିଛି ଦିନ ପୂର୍ବରୁ ଏକ ତାଲିକା ସାମ୍ନାକୁ ଆସିଥିଲା। ଯେଉଁଥିରେ ସବୁଠୁ ଶକ୍ତିଶାଳୀ ଦେଶର ନାଁ ଦିଆଯାଇଛି। ତାଲିକାରେ ଭାରତର ନମ୍ବର ଜାଣିବା ପରେ ଆମେରିକାର ହୋସ୍ ଉଡ଼ିଯାଇଥିଲା।

ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ମଧ୍ୟରେ ଆମେରିକା ସର୍ବ ପ୍ରଥମେ ରହିଛି। ରୁଷ୍ ୨ୟ ସ୍ଥାନରେ ରହିଛି। ଚୀନ୍ ୩ୟ ସ୍ଥାନରେ ରହିଛି। ଆଉ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହି ତାଳିକାରେ ପଡୋଶୀ ଦେଶ ପାକିସ୍ତାନ ୧୩ନଂ ସ୍ଥାନରେ ରହିଛି। ଏହି ତାଲିକା ଦୃଷ୍ଟିରେ ରଖିଲେ ଜଣାପଡ଼ୁଛି କି ଭାରତ ଉପେକ୍ଷା ପାକିସ୍ତାନ ବହୁତ ପଛରେ ରହିଛି। ଭାରତର ସୈନ୍ୟ ଶକ୍ତିକୁ ମଜବୁତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି।