PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ବିଶ୍ବର ସବୁଠୁ ସୁରକ୍ଷିତ ଦେଶ; ଯେଉଁଠି କେହି ବି ଆତଙ୍କବାଦୀ ଆକ୍ରମଣ କରିପାରିବେ ନାହିଁ

ଏହାକୁ ବିଶ୍ବର ସବୁଠୁ ସୁରକ୍ଷିତ ଦେଶ ବୋଲି କୁହାଯାଏ, କାରଣ ଏହି ଦେଶକୁ ଆସି କେହି ବି ଆତଙ୍କବାଦୀ ଆକ୍ରମଣ କରିପାରିବେ ନାହିଁ। ସେହି ଦେଶର ନାଁ ହେଉଛି ଇସ୍ରାଏଲ। ଏହା ଏଭଳି ଏକ ସୁରକ୍ଷିତ ଦେଶ ଯେଉଁଠାରେ ଆତଙ୍କବାଦୀ ଆକ୍ରମଣ ହୋଇନାହିଁ। ଏହା ପଛରେ ୩ଟି ପ୍ରମୁଖ କାରଣ ରହିଛି।

୧. ଖୁଫିୟା ଏଜେନ୍ସି ମୋସାଦ: ଏହା ଦୁନିଆଁର ଏମିତି ଏକ ଖୁଫିୟା ଏଜେନ୍ସି ଯିଏ ନିଜର ଶତ୍ରୁକୁ ପାତାଳରୁ ବି ଖୋଜିକି ମାରିଥାଏ। ନିଜର ସମସ୍ତ ଶତ୍ରୁ ଉପରେ ସବୁବେଳେ ନଜର ରଖିଥାନ୍ତି। ୧୯୭୧ ମସିହାରେ ଇସ୍ରାଏଲରେ ଯେବେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ସେହି ସମୟରୁ ୨୮ ବର୍ଷ ପର୍ଯ୍ୟନ୍ତ ଜଣେ ଜଣେ ଆତଙ୍କବାଦୀକୁ ଖୋଜି ଖୋଜି ମାରିଥିଲେ।

୨. ସୈନିକ ପ୍ରଶିକ୍ଷଣ: ଇସ୍ରାଏଲରେ ପ୍ରତ୍ୟେକ ନାଗରିକଙ୍କୁ ସୈନିକ ବୋଲି ମାନାଯାଇଥାଏ। କାରଣ ଏଠାରେ ପ୍ରତ୍ୟେକ ନାଗରିକଙ୍କୁ ସୈନିକମାନଙ୍କ ଭଳି ପ୍ରଶିକ୍ଷଣ ଦିଆଯାଇଥାଏ। ଇସ୍ରାଏଲର ଶିକ୍ଷାରେ ମଧ୍ୟ ସୈନିକ ପ୍ରଶିକ୍ଷଣ ବାଧ୍ୟତାମୂଳକ ରହିଛି। ଏଥିରେ ପ୍ରତ୍ୟେକ ପୁରୁ​ଷ ୩ ବର୍ଷ ଓ ସ୍ତ୍ରୀମାନେ ୨ ବର୍ଷ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିବା ବାଧ୍ୟତାମୂଳକ ଅଟେ।

୩. ବିପଦପୂର୍ଣ୍ଣ ସେନା: ଇସ୍ରାଏଲଠାରୁ କିଛି ଦୂରରେ ଦୁନିଆଁର ସବୁଠୁ ବିପଦପୂର୍ଣ୍ଣ ତଥା ୫ଜଣ ସେନା ଅଛନ୍ତି ଯିଏ ଶତ୍ରୁକୁ ଇସ୍ରାଏଲର ସୀମା ଉପରେ ହିଁ ଶେଷ କରିଦିଅନ୍ତି। ଇସ୍ରାଏଲର ଜନସଂଖ୍ୟା ୮୫ଲକ୍ଷ ଥିବାବେଳେ ଏଠାରେ ୩୫ଲକ୍ଷ ସୈନିକ ଉପସ୍ଥିତ ଅଛନ୍ତି।