ନୂଆଦିଲ୍ଲୀ,୦୭/୦୧:ଆଇସିସି ଟି୨୦ ବିଶ୍ୱକପ୍ ୨୦୨୬ ପାଇଁ ସମସ୍ତ ୨୦ ଦଳ ଜାନୁଆରୀ ୮ ତାରିଖ ସୁଦ୍ଧା ଆଇସିସି ନିକଟରେ ସେମାନଙ୍କର ଚୂଡ଼ାନ୍ତ ଖେଳାଳି ତାଲିକା ଦାଖଲ କରିବେ। ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ପରିବର୍ତ୍ତନ ପାଇଁ ଅନୁମତି ଦିଆଯିବ। ମଙ୍ଗଳବାର ଦିନ, ନେପାଳ ଟୁର୍ଣ୍ଣାମେଣ୍ଟ ପାଇଁ ସେମାନଙ୍କର ଦଳ ଘୋଷଣା କରିବାରେ ୧୧ତମ ଦେଶ ହୋଇଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ପୂର୍ବରୁ ସେମାନଙ୍କର ଦଳ ଘୋଷଣା କରିସାରିଛନ୍ତି। ତେବେ କେଉଁ ଦଳ ପ୍ରତ୍ୟେକ ଗ୍ରୁପରେ ସେମାନଙ୍କର ଦଳ ଘୋଷଣା କରିସାରିଛନ୍ତି ଏବଂ କେଉଁମାନେ ଘୋଷଣା କରିନାହାନ୍ତି, ଆସନ୍ତୁ ଜାଣିବା...

ଗ୍ରୁପ୍-ଏ:

ଭାରତ:ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ସଞ୍ଜୁ ସାମସନ, ଶିବମ ଦୁବେ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ଜସପ୍ରୀତ ବୁମରା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର

ନାମିବ୍ୟା:ଗେର୍ହର୍ଡ ଏରାସ୍ମସ୍ (ଅଧିନାୟକ), ଜେନ ଗ୍ରୀନ୍, ବର୍ନାର୍ଡ ସ୍କୋଲ୍ଟଜ୍, ରୁବେନ୍ ଟ୍ରମ୍ପେଲମ୍ୟାନ୍, ଜେଜେ ସ୍ମିଟ୍, ଜନ ଫ୍ରିଲିନ୍କ, ଲରେନ୍ ଷ୍ଟେନକ୍ୟାମ୍ପ, ମାଲାନ କ୍ରୁଗର, ନିକୋଲ ଲଫ୍ଟି-ଇଟନ, ଜ୍ୟାକ ବ୍ରାସେଲ, ବେନ ଶିକୋଙ୍ଗୋ, ଜେସି ବାଲ୍ଟ, ଡିଲାନ ଲିଚର, ଡବ୍ଲୁ ମାଇବର୍ଗ, ମ୍ୟାକ୍ସ ହିଙ୍ଗୋ। ଟିଆର: ଆଲେକ୍ସଜାଣ୍ଡାର୍ ଭୋଲସେଙ୍କ୍

ନେଦରଲ୍ୟାଣ୍ଡସ୍: ଦଳ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

ଆମେରିକା: ଦଳ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

ପାକିସ୍ତାନ: ଦଳ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

ଗ୍ରୁପ୍-ବି:

ଅଷ୍ଟ୍ରେଲିଆ:ମିଚେଲ ମାର୍ଶ (ଅଧିନାୟକ), ଜାଭିୟର ବାର୍ଟଲେଟ୍, କୁପର କନୋଲି, ପ୍ୟାଟ୍ କମିନ୍ସ, ଟିମ୍ ଡେଭିଡ୍, କାମେରନ୍ ଗ୍ରୀନ୍, ନାଥନ୍ ଏଲିସ୍, ଜୋଶ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗଲିସ୍, ମାଥ୍ୟୁ କୁହ୍ନେମାନ, ଗ୍ଲେନ୍ ମ୍ୟାକ୍ସୱେଲ୍, ମାଥ୍ୟୁ ସର୍ଟ, ମାର୍କସ୍ ଷ୍ଟୋଇନିସ୍, ଏଡମ ଜାମ୍ପା

ଶ୍ରୀଲଙ୍କା:ଦାସୁନ୍ ଶନାକା (ଅଧିନାୟକ), ପାଥୁମ୍ ନିସଙ୍କା, କୁସାଲ ମେଣ୍ଡିସ୍, କାମିଲ ମିଶରା, କୁସାଲ ପରେରା, ଧନଞ୍ଜୟ ଡି ସିଲ୍ଭା, ନିରୋଶନ ଡିକୱେଲା, ଜାନିଥ ଲିୟାନାଜ୍, ଚାରିଥ ଅସଲଙ୍କା, କାମିଣ୍ଡୁ ମେଣ୍ଡିସ୍, ପୱନ୍ ରଥନାୟକେ, ସହାନ ଆରାଚିଗେ, ବାନିନ୍ଦୁ ହସରଙ୍ଗା, ଡୁନିଥ ଓ୍ବେଲାଗେ, ମିଲନ ରଥନାୟକେ, ନୁବାନ ତୁଷାରା, ଇଶାନ ମାଲିଙ୍ଗା, ଦୁଷ୍ମାନଥା ଚାମିରା, ପ୍ରମୋଦ ମଦୁଶାନ, ମାଥିଶା ପାଥିରାନା, ଦିଲଶାନ ମଦୁଶଙ୍କା, ମହେଶ ଥିକ୍ସାନା, ଦୁଶାନ ହେମନ୍ଥ, ବିଜୟକାନ୍ତ ବ୍ୟାସକାନ୍ତ, ଟ୍ରେବିନ ମାଥ୍ୟୁ

ଜିମ୍ବାୱେ:ସିକନ୍ଦର ରଜା (ଅଧିନାୟକ), ବ୍ରାଏନ୍ ବେନେଟ୍, ରିଆନ୍ ବର୍ଲ୍, ଗ୍ରୀମ କ୍ରେମର, ବ୍ରେଡଲି ଇଭାନ୍ସ, କ୍ଲିଭ ମଦାଣ୍ଡେ, ଟିନୋଟେଣ୍ଡା ମାପୋସା, ତାଦିୱାନାଶେ ମାରୁମାନି, ୱେଲିଙ୍ଗଟନ୍ ମାସାକଦଜା, ଟୋନି ମୁନୟୋଗା, ତଶିଙ୍ଗା ମୁସେକିୱା, ବ୍ଳେସିଂଙ୍ଗ ମୁଜାରାବାନୀ, ଡାୟୋନ୍ ମାୟର୍ସ, ରିଚାର୍ଡ ନଗାରଓ୍ବା, ବ୍ରେଣ୍ଡନ୍ ଟେଲର

ଓମାନ:ଜତିନ୍ଦର ସିଂହ (ଅଧିନାୟକ), ବିନାୟକ ଶୁକ୍ଲା, ମହମ୍ମଦ ନାଦିମ, ଶକିଲ ଅହମ୍ମଦ, ହମ୍ମାଦ ମିର୍ଜା, ୱାସିମ ଅଲି, କରଣ ସୋନାୱଲେ, ଶାହ ଫୈସଲ, ନଦିମ ଖାନ, ସୁଫିଆନ ମହମୁଦ, ଜୟ ଓଡେଦରା, ଶାଫିକ୍ ଜାନ, ଆଶିଷ ଓଡେଦରା, ଜିତେନ ରାମାନନ୍ଦୀ, ହସେନ ଅଲି ଶାହା।

ଆୟର୍ଲାଣ୍ଡ:ଏପର୍ଯ୍ୟନ୍ତ ଦଳ ଘୋଷଣା କରାଯାଇ ନାହିଁ।

ଗ୍ରୁପ୍-ସି:

ଇଂଲଣ୍ଡ:ହ୍ୟାରି ବ୍ରୁକ୍ (ଅଧିନାୟକ), ରେହାନ ଅହମ୍ମଦ, ଜୋଫ୍ରା ଆର୍ଚର, ଟମ୍ ବାଣ୍ଟନ୍, ଜାକବ୍ ବେଥେଲ୍, ଜୋସ୍ ବଟଲର୍, ସେମ୍ କୁରେନ୍, ଲିଆମ୍ ଡସନ୍, ବେନ୍ ଡକେଟ, ୱିଲ୍ ଜ୍ୟାକ୍ସ, ଜେମି ଓଭରଟନ୍, ଆଦିଲ୍ ରସିଦ୍, ଫିଲ୍ ସଲ୍ଟ, ଜୋଶ୍ ଟୋଙ୍ଗ୍, ଲୁକ୍ ଉଡ୍

ବାଂଲାଦେଶ:ଲିଟନ୍ ଦାସ (ଅଧିନାୟକ), ତାନଜିଦ୍ ହାସନ୍, ପରଭେଜ୍ ହୋସେନ୍ ଇମନ୍, ସୈଫ୍ ହସନ୍, ତୋହିଦ୍ ହ୍ରିଦୋୟ, ଶମିମ୍ ହୁସେନ୍, କାଜୀ ନୁରୁଲ ହାସନ ସୋହାନ, ଶାକ ମହେଦି ହାସନ, ରିଷଦ ହୁସେନ୍, ନସୁମ୍ ଅହମ୍ମଦ, ମୁସ୍ତାଫିଜୁର ରହମାନ, ତାନଜିମ୍ ହସନ୍ ସାକିବ, ତସ୍କିମ୍ ହାସିନ୍, ସୈଫ ଉଦିନ, ସୈରଫୁଲ ଇସଲାମ

ନେପାଳ:ରୋହିତ ପୌଡେଲ (ଅଧିନାୟକ), ଦୀପେନ୍ଦ୍ର ସିଂହ ଏରୀ, ସନ୍ଦୀପ ଲାମିଛାନେ, କୁଶଲ ଭୁର୍ଟେଲ, ଅସୀଫ ଶେଖ, ସନ୍ଦୀପ ଜୋରା, ଆରିଫ ଶେଖ, ବସିର ଅହମ୍ମଦ, ସୋମପାଲ କାମି, କରଣ କେସି, ନନ୍ଦନ ଯାଦବ, ଗୁଲଶାନ ଝା, ଲଳିତ ରାଜବଂଶୀ, ଶେର ମଲ୍ଲା, ଲୋକେଶ ବମ

ଇଟାଲୀ: ଦଳ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

ୱେଷ୍ଟଇଣ୍ଡିଜ୍: ଦଳ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ

ଗ୍ରୁପ୍-ଡି:

ଦକ୍ଷିଣ ଆଫ୍ରିକା:ଆଡେନ ମାର୍କ୍ରମ (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍, ଟନି ଡି ଜୋରଜୀ, ଡିୱାଲ୍ଡ ବ୍ରେଭିସ୍, ଡେଭିଡ ମିଲର, ଡୋନୋଭାନ ଫରେରା, ମାର୍କୋ ଜନସନ୍, କେଶବ ମହାରାଜ, କାଗିସୋ ରାବାଡା, କ୍ୱେନା ମଫାକା, ଲୁଙ୍ଗି ଏନଗିଡି, ଜେସନ ସ୍ମିଥ, ଜର୍ଜ ଲିଣ୍ଡେ, କର୍ବିନ ବୋଶ, ଐନ୍ରିଚ ନର୍ଟେଜେ

ଆଫଗାନିସ୍ତାନ:ରସିଦ ଖାନ (ଅଧିନାୟକ), ନୁର ଅହମ୍ମଦ, ଅବଦୁଲ୍ଲା ଅହମ୍ମଦଜାଇ, ସେଦିକୁଲ୍ଲା ଅଟଲ, ଫଜଲହକ୍ ଫାରୁକି, ରହମାନୁଲ୍ଲା ଗୁରୁବାଜ, ନବୀନ-ଉଲ-ହକ, ମହମ୍ମଦ ଇଶାକା, ଶାହିଦୁଲ୍ଲା କମାଲ, ମହମ୍ମଦ ନବୀ, ଗୁଲବଦ୍ଦିନ ନାଏବ, ଅଜମୁତୁଲ୍ଲା ଉମରଜଇ, ମୁଜିବ ଉର୍ ରେହମାନ, ଦରବିସ ରସୁଲି, ଇବ୍ରାହିମ ଜାଦରାନ। ରିଜର୍ଭ: ଏଏମ୍ ଗଜନଫର, ଇଜାଜ ଅହମ୍ମଦଜାଇ ଏବଂ ଜିଆ-ଉର-ରହମାନ ସରିଫି

କାନାଡା: ଦଳ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

ସଂଯୁକ୍ତ ଆରବ ଏମିରେଟ୍ସ: ଦଳ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

ନ୍ୟୁଜିଲ୍ୟାଣ୍ଡ: ଦଳ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

କ୍ରିଡ଼ା ସମ୍ପର୍କିତ ଖବର: ବାଂଲାଦେଶକୁ ଭାରତରେ ହିଁ ଖେଳିବାକୁ ହେବ ଟି-ଟ୍ୱେଣ୍ଟି ମ୍ୟାଚ, ଆଇସିସି ଦେଲା ଏହି ଚେତାବନୀ