ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ପ୍ରତିଦିନ ୪ଟି ରାଲି କରିବା ପରେ ମଧ୍ୟ କିଭଳି ଠିକ୍ ରହୁଛି ମୋଦିଙ୍କ ଗଳା?, ବ୍ୟବହାର କରନ୍ତି ଏହି ଉପାୟ...

ନୂଆଦିଲ୍ଲୀ,୪।୪: ଲୋକସଭା ନିର୍ବାଚନ ୨୦୧୯ କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୂଆଁଧାର ପ୍ରଚାର ଅଭିଯାନରେ ଲାଗିପଡିଛନ୍ତି। ଦେଶର ଭିନ୍ନ ଭିନ୍ନ ଭାଗରେ ପ୍ରତିଦିନ ୪ଟି ରାଲି କରୁଛନ୍ତି। ସମ୍ପୂର୍ଣ୍ଣ ନିର୍ବାଚନ ପ୍ରଚାର ସମୟରେ ଏଭଳି ଭାବରେ ତାଙ୍କୁ ୨୫୦ ଟି ରାଲିରେ ଯୋଗ ଦେଇ ଭାଷଣ ଦେବାର ଅଛି। ତେଣୁ ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନକୁ ପ୍ରଶ୍ନ ଆସୁଛି ମୋଦି ନିଜକୁ ସୁସ୍ଥ ରଖିବା ସହ ନିଜ ଗଳାର କିଭଳି ଯତ୍ନ ନେଇଥାନ୍ତି? ଏବେ ଏ​‌ହାର ଉତ୍ତର ମିଳିଯାଇଛି।

ସୁତ୍ରରୁ ମିଳିଥିବା ଖବର ଅନୁସାରେ ବନାରସର ଜଣେ ସନ୍ୟାସୀଙ୍କ ପରାମର୍ଶରେ ମୋଦି ପ୍ରତିଦିନ ସକାଳେ ଗରମ ପାଣି ସହିତ ତୁଳସୀ ପତ୍ର ଏବଂ ଗୋଲମରିଚ ପକାଇ ପିଇଥାନ୍ତି। ଯାହାଫଳରେ ଦିନରେ ଯେତେ ଭାଷଣ ଦେଲେ ମଧ୍ୟ ତାଙ୍କର ଗଳା ଠିକ୍ ରହୁଛି। କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଦିନ ସକାଳେ ଯୋଗ ଏବଂ ପ୍ରାଣାୟମ କରିବା ସହ ଶାକାହାରୀ ଖାଦ୍ୟ ଗ୍ରହଣ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.