PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ଆପଣଙ୍କ ପାଖରେ ଅଛି କି ଏଭଳି ୫ ଓ ୧୦ ଟଙ୍କିଆ କଏନ୍: ଖୋଲିଯିବ ଭାଗ୍ୟର ତାଲା

source:m.dailyhunt.in

ଧନୀ ହେବାପାଇଁ କାହାର ବା ଇଛା ନାହିଁ ? ସମସ୍ତେ ଚାହାନ୍ତି ଖୁସିରେ ରହିବା ପାଇଁ ଏବଂ ନିଜ ପରିବାର ଲୋକଙ୍କୁ ଖୁସିରେ ରଖିବା ପାଇଁ । କିନ୍ତୁ ପଇସା କମାଇବା ଏତେ ସହଜ ମଧ୍ୟ ନୁହେଁ । ସମସ୍ତେ ଟଙ୍କା କମାଇବାପାଇଁ ଲାଇନରେ ଲାଗିପଡିଛନ୍ତି ଏବଂ ଦିନରାତି ପରିଶ୍ରମ କରୁଛନ୍ତି । କିନ୍ତୁ ସମସ୍ତଙ୍କୁ ପରିଶ୍ରମର ଫଳ ମିଳେନାହିଁ । ଧନ ପ୍ରାପ୍ତି ନହେବାରୁ ଅନେକଙ୍କ ସ୍ୱପ୍ନ ଅଧା ରହିଯାଉଛି । ତେବେ ଆପଣ ଏଥିପାଇଁ ଚିନ୍ତା କରନ୍ତୁନାହିଁ ।

ଆପଣଙ୍କୁ କହିରଖୁଛୁ ଆଜି କାଲି ଟଙ୍କା କମାଇବାର ବିଭିନ୍ନ ସହଜ ମାଧ୍ୟମ ବାହରିଲାଣି । ଏଥିପାଇଁ ଆପଣଙ୍କୁ ବେଶି କିଛି ପରିଶ୍ରମ କରିବାକୁ ପଡିବନି। ଏଥିପାଇଁ ଆବଶ୍ୟକ କେବଳ କିଛି ଖାସ୍ କଏନ୍ । ଯଦି ଆପଣଙ୍କ ପାଖରେ ଏହି ଖାସ୍ କଏନ୍ ରହିଛି ତେବେ ଆପଣ ରାତାରାତି କୋଟିପତି ହୋଇପାରିବେ । ତେବେ ଆସନ୍ତୁ ଜାଣିବା ସେହି କଏନ୍ ସମ୍ପର୍କରେ ଯାହା ଆପଣଙ୍କ ଭାଗ୍ୟର ତାଲା ଖୋଲିପାରିବ ।

source:m.dailyhunt.in

ଯଦି ଆପଣଙ୍କ ପାଖରେ ମାତା ବୈଷ୍ଣୋ ରାଣୀଙ୍କ ଚିତ୍ର ଥିବା କୌଣସି କଏନ୍ ଅଛି ଏବଂ କଏନ୍ ଉପରେ ୨୦୦୨ ଲେଖା ହୋଇଛି ତେବେ ଆପଣ ବହୁତ ଭାଗ୍ୟଶାଳୀ । ମାତା ରାଣୀଙ୍କ ଚିତ୍ର ଥିବା ଏହି କଏନର ମୂଲ୍ୟ ବହୁତ । ଆପଣଙ୍କୁ କହିରଖୁଛୁ ଭାରତ ସରକାର ୨୦୦୨ ମସିହାରେ ଏହି କଏନକୁ ଜାରି କରଥିଲେ ଏବଂ ଏହି ମୁଦ୍ରା ପଛରେ ମାତା ବୈଷ୍ଣୋ ରାଣୀଙ୍କ ଫଟୋ ମଧ୍ୟ ରହିଥିଲା ।

ଏହି କଏନର ପଛ ଭାଗରେ ମାତା ବୈଷ୍ଣୋ ଦେବୀଙ୍କ ଫଟୋ ଥିବାରୁ ଏହାକୁ ଲୋକମାନେ ଶୁଭ ବୋଲି ମାନିଥାନ୍ତି । ଶୁଭ ହୋଇଥିବାରୁ ସମସ୍ତେ ଏହାକୁ ତାଙ୍କ ଘରେ ରଖିବା ପାଇଁ ଚାହିଁଥାନ୍ତି ଏବଂ ଏଥିପାଇଁ ଯେତେ ଇଛା ସେତେ ମୂଲ୍ୟ ଦେବାପାଇଁ ରାଜି ମଧ୍ୟ ହୁଅନ୍ତି ।


source:m.dailyhunt.in

ତେବେ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ ଏହି ମୂଲ୍ୟ କିଏ ଦେବ ଏବଂ ଏହାର ମୂଲ୍ୟ କେତେ ହେବ ? ଏହାର ଉତ୍ତର ପାଇବା ପରେ ଆପଣ ଯେତିକି ଆଶ୍ଚର୍ଯ୍ଯ ହେବେ ତାଠାରୁ ଅଧିକ ଖୁସି ମଧ୍ୟ ହେବେ ।

ଯଦି ଆପଣଙ୍କ ପାଖରେ ଏହି କଏନ୍ ଅଛି ତେବେ ଆପଣ ଅନଲାଇନ୍ ୱେବସାଇଟକୁ ଯାଇ ଏହାକୁ ବିକ୍ରି କରିପାରିବେ । ତେବେ ଆପଣଙ୍କ ସୂଚନା ପାଇଁ କହିରଖୁଛୁ କିଛି ଦିନ ତଳେ ଠିକ୍ ଏପରି ଏକ କଏନକୁ ୭୦୦୦୦୦୦ ରେ ଜଣେ ବ୍ୟକ୍ତି ବିକ୍ରି କରିଥିଲେ । ଯଦି ଆପଣଙ୍କ ପାଖରେ ମଧ୍ୟ ଏହି କଏନ୍ ଅଛି ତେବେ ସବୁ ଚିନ୍ତା ଛାଡି କେମିତି ଏତେ ଟଙ୍କା ଖର୍ଚ୍ଚ କରିବେ ତାର ତାଲିକା କରନ୍ତୁ ।