PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଆପଣଙ୍କ ପାଖରେ ଅଛି କି ଏଭଳି ୫ ଓ ୧୦ ଟଙ୍କିଆ କଏନ୍: ଖୋଲିଯିବ ଭାଗ୍ୟର ତାଲା

source:m.dailyhunt.in

ଧନୀ ହେବାପାଇଁ କାହାର ବା ଇଛା ନାହିଁ ? ସମସ୍ତେ ଚାହାନ୍ତି ଖୁସିରେ ରହିବା ପାଇଁ ଏବଂ ନିଜ ପରିବାର ଲୋକଙ୍କୁ ଖୁସିରେ ରଖିବା ପାଇଁ । କିନ୍ତୁ ପଇସା କମାଇବା ଏତେ ସହଜ ମଧ୍ୟ ନୁହେଁ । ସମସ୍ତେ ଟଙ୍କା କମାଇବାପାଇଁ ଲାଇନରେ ଲାଗିପଡିଛନ୍ତି ଏବଂ ଦିନରାତି ପରିଶ୍ରମ କରୁଛନ୍ତି । କିନ୍ତୁ ସମସ୍ତଙ୍କୁ ପରିଶ୍ରମର ଫଳ ମିଳେନାହିଁ । ଧନ ପ୍ରାପ୍ତି ନହେବାରୁ ଅନେକଙ୍କ ସ୍ୱପ୍ନ ଅଧା ରହିଯାଉଛି । ତେବେ ଆପଣ ଏଥିପାଇଁ ଚିନ୍ତା କରନ୍ତୁନାହିଁ ।

ଆପଣଙ୍କୁ କହିରଖୁଛୁ ଆଜି କାଲି ଟଙ୍କା କମାଇବାର ବିଭିନ୍ନ ସହଜ ମାଧ୍ୟମ ବାହରିଲାଣି । ଏଥିପାଇଁ ଆପଣଙ୍କୁ ବେଶି କିଛି ପରିଶ୍ରମ କରିବାକୁ ପଡିବନି। ଏଥିପାଇଁ ଆବଶ୍ୟକ କେବଳ କିଛି ଖାସ୍ କଏନ୍ । ଯଦି ଆପଣଙ୍କ ପାଖରେ ଏହି ଖାସ୍ କଏନ୍ ରହିଛି ତେବେ ଆପଣ ରାତାରାତି କୋଟିପତି ହୋଇପାରିବେ । ତେବେ ଆସନ୍ତୁ ଜାଣିବା ସେହି କଏନ୍ ସମ୍ପର୍କରେ ଯାହା ଆପଣଙ୍କ ଭାଗ୍ୟର ତାଲା ଖୋଲିପାରିବ ।

source:m.dailyhunt.in

ଯଦି ଆପଣଙ୍କ ପାଖରେ ମାତା ବୈଷ୍ଣୋ ରାଣୀଙ୍କ ଚିତ୍ର ଥିବା କୌଣସି କଏନ୍ ଅଛି ଏବଂ କଏନ୍ ଉପରେ ୨୦୦୨ ଲେଖା ହୋଇଛି ତେବେ ଆପଣ ବହୁତ ଭାଗ୍ୟଶାଳୀ । ମାତା ରାଣୀଙ୍କ ଚିତ୍ର ଥିବା ଏହି କଏନର ମୂଲ୍ୟ ବହୁତ । ଆପଣଙ୍କୁ କହିରଖୁଛୁ ଭାରତ ସରକାର ୨୦୦୨ ମସିହାରେ ଏହି କଏନକୁ ଜାରି କରଥିଲେ ଏବଂ ଏହି ମୁଦ୍ରା ପଛରେ ମାତା ବୈଷ୍ଣୋ ରାଣୀଙ୍କ ଫଟୋ ମଧ୍ୟ ରହିଥିଲା ।

ଏହି କଏନର ପଛ ଭାଗରେ ମାତା ବୈଷ୍ଣୋ ଦେବୀଙ୍କ ଫଟୋ ଥିବାରୁ ଏହାକୁ ଲୋକମାନେ ଶୁଭ ବୋଲି ମାନିଥାନ୍ତି । ଶୁଭ ହୋଇଥିବାରୁ ସମସ୍ତେ ଏହାକୁ ତାଙ୍କ ଘରେ ରଖିବା ପାଇଁ ଚାହିଁଥାନ୍ତି ଏବଂ ଏଥିପାଇଁ ଯେତେ ଇଛା ସେତେ ମୂଲ୍ୟ ଦେବାପାଇଁ ରାଜି ମଧ୍ୟ ହୁଅନ୍ତି ।


source:m.dailyhunt.in

ତେବେ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ ଏହି ମୂଲ୍ୟ କିଏ ଦେବ ଏବଂ ଏହାର ମୂଲ୍ୟ କେତେ ହେବ ? ଏହାର ଉତ୍ତର ପାଇବା ପରେ ଆପଣ ଯେତିକି ଆଶ୍ଚର୍ଯ୍ଯ ହେବେ ତାଠାରୁ ଅଧିକ ଖୁସି ମଧ୍ୟ ହେବେ ।

ଯଦି ଆପଣଙ୍କ ପାଖରେ ଏହି କଏନ୍ ଅଛି ତେବେ ଆପଣ ଅନଲାଇନ୍ ୱେବସାଇଟକୁ ଯାଇ ଏହାକୁ ବିକ୍ରି କରିପାରିବେ । ତେବେ ଆପଣଙ୍କ ସୂଚନା ପାଇଁ କହିରଖୁଛୁ କିଛି ଦିନ ତଳେ ଠିକ୍ ଏପରି ଏକ କଏନକୁ ୭୦୦୦୦୦୦ ରେ ଜଣେ ବ୍ୟକ୍ତି ବିକ୍ରି କରିଥିଲେ । ଯଦି ଆପଣଙ୍କ ପାଖରେ ମଧ୍ୟ ଏହି କଏନ୍ ଅଛି ତେବେ ସବୁ ଚିନ୍ତା ଛାଡି କେମିତି ଏତେ ଟଙ୍କା ଖର୍ଚ୍ଚ କରିବେ ତାର ତାଲିକା କରନ୍ତୁ ।

ସମ୍ବନ୍ଧିତ ଖବର