PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

କାଳବୈଶାଖୀ ତାଣ୍ଡବ, ବଜ୍ରପାତରେ ୧୩ ମେଣ୍ଢା ମୃତ

source:http://theconversation.com

ଢେଙ୍କାନାଳ, ୨୫/୫ : ବଜ୍ରପାତରେ ଚାଲିଗଲା ୧୩ ମେଣ୍ଢାଙ୍କ ଜୀବନ । ଢେଙ୍କାନାଳ କାଇମାଟି ଆଛନ୍ଦ ଗାଁର ବିପିନ ବିହାରୀ ବେହେରାଙ୍କ ୧୩ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। କାଳବୈଶାଖୀ ବର୍ଷା ବେଳେ ବଜ୍ରପାତ ଘଟି ଏହି ଅଘଟଣ ଘଟିଛି ।

ବିପିନ ବିହାରୀ ବେହେରାଙ୍କର ପ୍ରାୟ ୭୦ଟି ମେଣ୍ଢା ଆଜି ସକାଳୁ ବିଲକୁ ଚରିବାକୁ ଯାଇଥିଲେ । ଅପରାହ୍ନ ପ୍ରାୟ ଗୋଟାଏ ବେଳେ କାଳବୈଶାଖୀ ବର୍ଷା ହୋଇଥିଲା। ମେଣ୍ଢା ଗୁଡିକ ଦୌଡି ଆସି ଗାଁ ମୁଣ୍ଡରେ ଥିବା ଏକ ବରଗଛ ମୂଳେ ଆଶ୍ରୟ ନେଇଥିଲେ । ହେଲେ ହଠାତ ଜୋରରେ ବିଜୁଳି ମାରିଥିଲେ ।ଫଳରେ ୧୩ଟି ମେଣ୍ଢା ସେହିଠାରେ ହିଁ ଟଳିପଡିଥିଲେ । ଅନ୍ୟ ମେଣ୍ଢା ଗୁଡିକ ଦୌଡି ପଳେଇଥିଲେ । ଏତେ ସଂଖ୍ୟାରେ ମେଣ୍ଢା ମରିଯିବାକୁ ନେଇ ଶ୍ରୀ ବେହାରା କ୍ଷତିଗ୍ରସ୍ତ ହେବା ସହ ସହାୟତା ଯୋଗାଇ ଦେବିକୁ ଦାବି କରିଛନ୍ତି ।