ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଟିମ୍ ସହ ମିଶି ଟାଇଗର ଶ୍ରାଫ ସେଲିବ୍ରେଟ୍ କଲେ ଜନ୍ମଦିନ

Published By : Gurupada Nath | March 2, 2025 5:35 PM

ମୁମ୍ବାଇ,୨/୩ :   ଟାଇଗର ଶ୍ରାଫ ଆଜି ନିଜ ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ସୋସିଆଲ ମିଡ଼ିଆରେ ଅଭିନେତାଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ନିଜ ଟିମ୍ ମଧ୍ୟରେ କେକ୍ କାଟୁଛନ୍ତି । ଟାଇଗର ଶ୍ରାଫଙ୍କ ହେୟାର ଷ୍ଟାଇଲିଷ୍ଟ ଅମିତ ୟଶଓ୍ବନ୍ତ ନିଜ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତା କେକ୍ କାଟିବା ଏବଂ ତାଙ୍କ ପୂରା ଟିମ୍ ତାଙ୍କୁ ଶୁଭେଚ୍ଛା ଦେବାର ନଜର ଆସିଛନ୍ତି । ଅମିତ ସେୟାର କରିଥିବା ଭିଡ଼ିଓ ସହ କ୍ୟାପଶନରେ ଲେଖିଛନ୍ତି କି ହାପି ବର୍ଥଡେ ଭାଇ । 

ଭିଡ଼ିଓରେ ଟାଇଗର କେକ୍ କାଟି ନିଜେ ଖାଉଛନ୍ତି ଏବଂ ଟିମ୍ ସହ ହସ- ମଜାକ୍ କରୁଥିବା କ୍ୟାମେରାରେ କଏଦ୍ ହୋଇଛି । ଆକ୍ସନରେ ପରଫେକ୍ଟ ହେବା ସହ ଭଲ ଡ୍ୟାନ୍ସର ରୂପରେ ଲୋକପ୍ରିୟ ଟାଇଗରଙ୍କ ଅଭିନୟ କ୍ୟାରିୟର ଉପରେ ଯଦି ଆମେ ନଜର ପକାଇବା ତେବେ ସାଜିତ ନାଡିୟାଡଓ୍ବାଲା ‘ହିରୋପନ୍ତି’ରେ ଲଞ୍ଚ୍ କରିଥିଲେ । ଫିଲ୍ମରେ ଟାଇଗରଙ୍କ ସହ କୃତି ସେନନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ପ୍ରଥମ ଫିଲ୍ମରେ ହିଁ ତାଙ୍କ ଡ୍ୟାନ୍ସିଂ ସ୍କିଲ୍ ଏବଂ ଅଭିୟନର ଯାଦୁ ଦେଖିବାକୁ ମିଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.