PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବ୍ରାଉନସୁଗାର ବେପାରୀଙ୍କୁ ଛେଚିଲେ ଲୋକେ, ବୁଲିଲା ଭିଡିଓ

ଖୋର୍ଦ୍ଧା ୨୪/୭: ବ୍ରାଉନସୁଗାର ବେପାରୀଙ୍କୁ ନିସ୍ତୁକ ମାଡ ମାରିଲେ ଲୋକେ  । ଜଟଣୀ କମିଶନରେଟ ପୋଲିସ ଅଂଚଳରେ  ବେଆଇନ ବ୍ରାଉନସୁଗାର ବେପାରକୁ ବିରୋଧ କରି ଦୁଇ ବେପାରୀଙ୍କୁ ଆଖିବୁଜା ପିଟିଛନ୍ତି  ସ୍ଥାନୀୟ ଲୋକେ ।  ଠେଙ୍ଗା ଓ ପାଇପରେ ପିଟିବା ସହିତ ଭିଡିଓ ମଧ୍ୟ କରିଛନ୍ତି କିଛି ଯୁବକ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବାରେ ଲାଗିଛି । ତେବେ ବାରମ୍ବାର ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସାଧାରଣ ଲୋକେ ଅତିଷ୍ଠ ହୋଇ ଏଭଳି କରିଛନ୍ତି ।  ସୋସିଆଲ ମିଡିଆରେ ଏହି ମାଡ ଭିଡିଓ ଭାଇରାଲ ହେବା ପରେ ପୋଲିସର ନିଷ୍କ୍ରିୟତା ଉପରେ ଉଠିଛି ପ୍ରଶ୍ନ ।