PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଦେଖନ୍ତୁ ଦୁଇ ମହିଳା ପୋଲିସ କନଷ୍ଟେବଳଙ୍କ ଟିକଟକ୍ ଭିଡିଓ, ଇଣ୍ଟରନେଟରେ ହେଲା ଭାଇରାଲ

କଡଲୁର,୧୪।୭: ତାମିଲନାଡୁରେ ଟିକଟକ୍ ଉପରେ ଭିଡିଓ ତିଆରି କରିବା ନେଇ ଦୁଇ ମହିଳା ପୋଲିସକର୍ମୀଙ୍କ ଭିଡିଓ ଦେଖିବାକୁ ମିଳିଛି। ଏହି ଦୁଇ ମହିଳା କନଷ୍ଟେବଳ ୟୁନିଫର୍ମ ପିନ୍ଧି ଟିକଟକ ଭିଡିଓ କରିଛନ୍ତି। ଏହି ମହିଳା ପୋଲିସ କର୍ମଚାରୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ​ହୋଇଛି। ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଚି ଯେ, ପୋଲିସ ପୋଷାକରେ ଥିବା ୨ ମହିଳାକର୍ମଚାରୀ ସମୁଦ୍ର କୂଳରେ ନାଚୁଥିବା ଅବସ୍ଥାରେ ଭିଡିଓ ତିଆରି କରିଛନ୍ତି।

ଏବେ ଏହାର ଭିଡିଓ ଭାଇରାଲ ହେବାପରେ ପୋଲିସ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛି। ତାମିଲନାଡୁର କଡଲୁର ରିଜର୍ଭ ପୋଲିସ ବାଟାଲିୟନର ଦୁଇ ମହିଳା କନଷ୍ଟେବଳର ସମୁଦ୍ର କୂଳରେ ତାମିଲ ଫିଲ୍ମର ଏକ ଗୀତରେ ତାଳେ ତାଳେ ନାଚ କରି ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଯୋରଦାର ଭାଇରାଲ ହେବାରେ ଲାଗିଛି।