PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ପୁଷ୍ପା-୨ ପରେ ଏବେ ଶାହରୁଖଙ୍କ ସହ ‘ଯବାନ’ରେ ନଜର ଆସିବେ ବିଜୟ !

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଶାହରୁଖ ଖାନ ଏହି ସମୟରେ ଖୁବ୍‌ ଚର୍ଚ୍ଚାରେ । ଶାହରୁଖ ଖାନ କେବଳ ଗୋଟିଏ କି ଦୁଇଟି ନୁହେଁ , ଏକାଥରେ ୩-୩ଟି ଫିଲ୍ମରେ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି । ସୋସିଆଲ ମିଡ଼ିଆରେ ଏହି ସବୁ ଫିଲ୍ମ ସହ ଜଡ଼ିତ ଭିନ୍ନ ଭିନ୍ନ ଖବର ସବୁ ସାମନାକୁ ଆସୁଛି । ଏହି ଭିତରେ ଶାହରୁଖ ଖାନ ଓ ନୟନତାରାଙ୍କ ଅପକମିଂ ଫିଲ୍ମ ଯବାନକୁ ନେଇ ଏକ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି , ଯାହାକୁ ନେଇ ପ୍ରଶଂସକଙ୍କ ଖୁସିର ଠିକଣା ନାହିଁ। ରିପୋର୍ଟ ମୁତାବିକ ,ଫିଲ୍ମ ଯବାନରେ ସାଉଥ୍‌ ଇଣ୍ଡିଆନ ଫିଲ୍ମର ପ୍ରସିଦ୍ଧ ଅଭିନେତା ବିଜୟ ସେତୁପତିଙ୍କର ଏଣ୍ଟ୍ରି ହୋଇଛି।  

ଫିଲ୍ମ ଯବାନର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏଟଲି । ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ବିଜୟ ସେତୁପତିଙ୍କର ଯବାନରେ ଏଣ୍ଟ୍ରି ହୋଇଛି । ରିପୋର୍ଟ ମୁତାବିକ , ଏହି ଫିଲ୍ମରେ ବିଜୟ ସେତୁପତି ଶାହାରୁଖ ଖାନଙ୍କୁ ଟକ୍କର ଦେବାର ନଜର ଆସିବେ ।

ହେଲେ ଏହାକୁ ନେଇ ଏପର୍ଯ୍ୟନ୍ତ ଅଫିସିଆଲି ଭାବେ ବୟାନ ସାମ୍ନାକୁ ଆସି ନାହିଁ । ସେପଟେ କୁହାଯାଉଛି ବିଜୟ ସେତୁପତି ଅଲ୍ଲୁ ଅର୍ଜୁନଙ୍କର ପୁଷ୍ପା : ଦ ରୁଲ୍‌ରେ ମଧ୍ୟ ନଜର ଆସିବେ ।