PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଦିନେ ୱାଲର୍ଡ କପରେ ହିରୋ ଥିଲେ ଏହି ଭାରତୀୟ ଖେଳାଳୀ, ଏବେ ରାସ୍ତା କଡ଼ରେ ବିକୁଛନ୍ତି ଛୋଲେ ଭଟୁରେ

ମୁମ୍ବାଇ ୨୭|୭: ଭାରତରେ କ୍ରିକେଟ ଗୋଟିଏ ଏମିତି ଖେଳ କେତେବେଳେ କାହାକୁ କୋଟିପତି କରାଇଦିଏ ତ ଆଉ କାହାକୁ ରାସ୍ତାରେ ଠିଆ କରାଇଦିଏ। ୨୦୦୮ ୱାଲର୍ଡ କପ୍‌ରେ ନିଜ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହିବା ସହ ହିରୋ ଥିଲେ କହିଲେ  କିଛି ଭୁଲ ହେବନି ।

କିନ୍ତୁ ସେହି ଖେଳାଳି ଆଜି ରାସ୍ତା କଡରେ ଛୋଲେ ଭଟୁ, ଚାଉମିନ ବିକ୍ରି କରୁଛନ୍ତି। ଏହା ବିଶ୍ବାସ ଲାଗୁନଥିଲେ ମଧ୍ୟ କଥାଟି ସତ। ପୈରୀଙ୍କ ଏଭଳି ଜୀବନ କାହାଣି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

୨୦୦୮ ବିଶ୍ବକପ୍‌ରେ ସଫଳତା ହାସଲ କରିବାରେ ମୁଖ୍ୟ ଭୂମିକା ଥିଲ଼ା ଭାରତୀୟ ଟିମ୍‌ର ଏହି କ୍ରିକେଟ୍‌ ତାରକାଙ୍କର । ଏବେ ସେ ନିଜ ଘର ଚଳାଇବା ପାଇଁ ରାସ୍ତା କଡରେ ଖାଇବା ବିକ୍ରି କରୁଛନ୍ତି। ଏହି ଖେଳାଳୀ ହେଉଛନ୍ତି  ପୈରୀ ଗୋୟଲ।

୧୯ ବର୍ଷରୁ କମ  ୨୦୦୮ ବିଶ୍ବକପ୍‌ ତାଙ୍କୁ ଜଣେ ହିରୋର ପରିଚୟ ଦେଇଥିଲା। କ୍ୟାପ୍‌ଟେନ୍‌ ବିରାଟ କୋହଲୀଙ୍କର ଖାସ ମିତ୍ର ଥିଲେ ପୈରୀ। ଖରାପ ଫର୍ମ ଯୋଗୁଁ ସେ ଧିରେ ଧିରେ ଗ୍ରାଉଣ୍ଡରୁ ଦୂରାଇଯାଇଥିଲେ। ତାଙ୍କ ଭଳି ଏମିତି ଅନେକ ଅଣ୍ଡର -୧୯ ଖେଳାଳୀ ଅଛନ୍ତି ଯିଏ କ୍ରିକେଟ ଜଗତରୁ ଦୂରେଇ ଯାଇଛନ୍ତି।