ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ଆପଣଙ୍କ ପିଲାର ଭିଟାମିନ-ଡି ଅଭାବ ଅଛି  କି ? ଆଜି ଠାରୁ ହିଁ ତାଙ୍କୁ ଏହି ଜିନିଷ ଖୁଆନ୍ତୁ

ବଡ଼ ଲୋକ କଣ ଆଜିକାଲି ଛୋଟ ପିଲାଙ୍କ ଠାରେ ବି ଭିଟାମିନ ଡି ଭଳି ପ୍ରମୁଖ ପୋଷକ ତତ୍ତ୍ୱର ଅଭାବ ଦେଖିବାକୁ ମିଳୁଛି । ଏହା ପଛରେ ପ୍ରମୁଖ କାରଣ ହୋଇପାରେ ଖରାପ ଲାଇଫଷ୍ଟାଇଲ। ଯଦି ଆପଣଙ୍କର ପିଲା ଦୁର୍ବଳ ହାଡ଼ ବା କ୍ଲାନ୍ତର ଶିକାର ଥାଏ , ତ ତାକୁ ଫୁଡ୍ସ ର ସେବନ କରାନ୍ତୁ । ଏହା ଭିଟାମିନ୍‌ ଡି ର ଅଭାବକୁ ପୂରଣ କରିବ । ଏହାକୁ ଆକ୍ଟିଭ୍‌ ବି ରଖିବ ।  

{"id":421389,"width":803,"height":445,"sizeSlug":"full","linkDestination":"none"}

ଅଣ୍ଡା – ଏହାକୁ ଭିଟାମିନ ଡି ର ବ୍ୟତୀତ କ୍ୟାଲସିୟମ ମଧ୍ୟ ଭଲ ଉତ୍ସ ଭାବେ ଜଣାଯାଏ । ଆପଣଙ୍କର ପିଲା ଯଦି ଆମିଷ ଖାଉଥାଏ , ତ ତାର ଶରୀରରେ ଭିଟାମିନ ଡିର ଅଭାବକୁ ପୂରଣ କରିବା ପାଇଁ ତାକୁ ଅଣ୍ଡାର କେଶର ଖୁଆନ୍ତୁ ।

{"id":421390,"width":820,"height":435,"sizeSlug":"full","linkDestination":"none"}

ଗାଈ କ୍ଷୀର – ଏହାକୁ ମଧ୍ୟ ଭିଟାମିନ୍‌ ଡି ଓ କ୍ୟାଲସିୟମର ଭଲ ଉତ୍ସ  ମନେକରା ଯାଏ । ପିଲାଙ୍କର ଦୁର୍ବଳ ହାଡ଼କୁ ଦୃଢ଼ କରିବା ଓ ଏହାକୁ ଆକ୍ଟିଭ୍‌ ରଖିବା ପାଇଁ ତାକୁ ଜଳଖିଆରେ ଗାଈ କ୍ଷୀର ଦିଅନ୍ତି। ଏହାସହ ଶୋଇବା ପୂର୍ବରୁ  ମଧ୍ୟ ତାକୁ ଗୋଟିଏ ଗ୍ଲାସ କ୍ଷୀର ନିଶ୍ଚୟ ପିଆନ୍ତୁ ।

ଦହି -  ହେଲଦି ହେବା ସହ ଦହି ବହୁତ ସ୍ୱାଦକର ମଧ୍ୟ ହୋଇଥାଏ । ଏଥିରେ ଭିଟାମିନ୍‌ ଡି ବହୁତ ଥାଏ । ଗରମରେ ଆପଣ ନିଜ ପିଲାକୁ ଦ୍ୱିପ୍ରହରରେ ଦହି ଖାଇବାକୁ ଦେଇ ପାରିବେ । ସ୍ୱାଦିଷ୍ଟ ଯୋଗୁଁ ପିଲା ଏହାକୁ ବଡ଼ ଆନନ୍ଦରେ ଖାଇବ ।

ତୁ – ଏହାକୁ ଏକ ପ୍ରକାରର ପରିବା କୁହାଯାଏ ଏବଂ ଏଥିରେ ଖାଲି ଭିଟାମିନ ଡି ହିଁ ନୁହେଁ ଭିଟାମିନ ସି , ଭିଟାମିନ ବି ୧, ବି ୨ ଓ ବି୫ ମଧ୍ୟ ଭଲ ମାତ୍ରାରେ ମିଳିଥାଏ । ଆପଣ ଏହାକୁ ପିଲାଙ୍କୁ ଖୁଆଇ ପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.