ପ୍ରମୂଖ ଖବର
  • ଭାରତକୁ ମିଳିଲା ରେଡ଼ ବଲ୍ କ୍ରିକେଟର ଅଧିନାୟକ; ଶୁଭମନ୍ କ୍ୟାପ୍ଟଟେନ୍‌, ପନ୍ତ ଉପ-ଅଧିନାୟକ, ସାମି ଆଉଟ୍
  • ||
  • ରାଜା ଚକ୍ର ଓ ଦୁଇ ସହଯୋଗୀ କେନ୍ଦୁଝର କୋର୍ଟରେ ହାଜର, ବୋଲ୍ ନେଇ ହେବ ଶୁଣାଣି
  • ||
  • ପୁରୀ: ବଢ଼ିବ ଜଗତଗୁରୁ ଶଙ୍କାରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା, ପୁରୀ ଏସ୍‌ପି ବିନୀତ୍ ଅଗ୍ରୱାଲଙ୍କ ସୂଚନା
  • ||
  • ବାଲେଶ୍ୱର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ : ତିଗିରିଆରେ ବଢି ଚାଲିଛି ଖଣି ମାଫିଆଙ୍କ ରାଜ୍‌, ଏକକାଳୀନ ୧୬ଟି ସ୍ଥାନରେ ଚଢାଉ
  • ||
  • ସମ୍ବଲପୁରରୁ ହାତୀ ଶାବକର ମୃତଦେହ ଉଦ୍ଧାର, କିଛି ଦିନ ତଳେ ମୃତ୍ୟୁ ହୋଇଥିବା ଅନୁମାନ
  • ||
  • ବଲିଉଡ଼ରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ସଲମାନ ଖାନ୍‌ଙ୍କ କୋ-ଷ୍ଟାର ମୁକୁଲ ଦେବ
  • ||
  • କଳାହାଣ୍ଡି : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆକଳନର ୮ ଦିନ ପୂର୍ବରୁ ବର୍ଷିଲା
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି 'ୱାର ୨'', BTS ଫଟୋ ସେୟାର କଲେ ଆୟନ ମୁଖାର୍ଜୀ

Published By : prameya | May 24, 2025 10:45 AM

ମୁମ୍ବାଇ,୨୪/୦୫:ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି 'ୱାର ୨'। ଆଉ ଏହାରି ମଧ୍ୟରେ ନିକଟରେ 'ୱାର ୨'ର ଟିଜର ରିଲିଜ୍ ହୋଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ପ୍ରଥମ ଥର ପାଇଁ ଏହି ବହୁ ପ୍ରତୀକ୍ଷିତ ଆକ୍ସନ ଫିଲ୍ମ ବିଷୟରେ କହିଛନ୍ତି । ମେ ୨୩ ତାରିଖରେ, ଇନଷ୍ଟାଗ୍ରାମରେ, ଆୟନ   ତାଙ୍କର ମୁଖ୍ୟ କଳାକାରଙ୍କ ସହିତ ସେଟରୁ ପରଦା ପଛର ଫଟୋ ପୋଷ୍ଟ କରି ତାଙ୍କ ଅଭିଜ୍ଞତା ସେୟାର କରିଛନ୍ତି।

ତେବେ ଜୁନିଅର ଏନଟିଆରଙ୍କ ଜନ୍ମଦିନରେ ନିର୍ମାତା 'ୱାର ୨'ର ଟିଜର ରିଲିଜ୍ କରିଥିଲେ । ଟିଜରଟିକୁ ଫ୍ୟାନ୍ସ ବେଶ ପସନ୍ଦ ମଧ୍ୟ କରିଥିଲେ । ଟିଜରକୁ ମିଳିଥିବା ଭଲପାଇବା ପାଇଁ ଆୟନ  ସୋସିଆଲ ମିଡିଆରେ ପୋଷ୍ଟ କରି ଦର୍ଶକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ସେ କିଆରା,ହ୍ରିତିକ୍ ଏବଂ ଜୁନିଅର ଏନଟିଆରଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି । ପୋଷ୍ଟ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି,'ଆମ ଫିଲ୍ମର ଟିଜର କିଛି ଦିନ ପୂର୍ବରୁ ରିଲିଜ୍ ହୋଇଥିଲା । ଆମର ବଡ଼ ଏବଂ ସୁନ୍ଦର ଫିଲ୍ମଟି ସିନେମା ହଲରେ ଆସିବାକୁ ଆଉ ୧୨ ସପ୍ତାହ ବାକି ଅଛି । ମୁଁ ଭାବୁଛି ଏହା ହିଁ ତୁମ ସହିତ କିଛି ସେୟାର କରିବା ପାଇଁ ସଠିକ୍ ସମୟ । ଆମ ଫିଲ୍ମରେ ଦର୍ଶକଙ୍କୁ ଦେଖାଇବାକୁ ବହୁତ କିଛି ଅଛି । ଆଜି ମୁଁ ଏହି କଥା ପ୍ରତି ଧ୍ୟାନ ଦେବାକୁ ଚାହୁଁଛି ଯେ ୱାର ୨ ମୋତେ ବହୁତ ପ୍ରେରଣା ଦିଏ ।'କିଆରାଙ୍କ ବିଷୟରେ ଆଲୋଚନା କରି ଆର୍ଯ୍ୟନ  ଆହୁରି ଲେଖିଛନ୍ତି, 'ଏଠାରେ ମୋର ପ୍ରିୟ କିଆରା, ଯିଏ ଫିଲ୍ମରେ ସୂର୍ଯ୍ୟକିରଣ ଏବଂ ଆଜି ମୋ ଜୀବନରେ ଜଣେ ପ୍ରିୟ ବନ୍ଧୁ। କିନ୍ତୁ ବିଶେଷକରି ତିନୋଟି ପ୍ରମୁଖ ଶକ୍ତି ଯାହା ମୋତେ ଏହି ମହତ୍ୱାକାଂକ୍ଷୀ ଚଳଚ୍ଚିତ୍ର ତିଆରି କରିବା ପାଇଁ ମୂଳଦୁଆ ପକାଇଥିଲା ।' ସେ ଆଦିତ୍ୟ ଚୋପ୍ରା ବିଷୟରେ ମଧ୍ୟ କହିଥିଲେ । ଟିଜରକୁ ମିଳିଥିବା ଭଲପାଇବା ପାଇଁ ନିର୍ଦ୍ଦେଶକ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । 'ଆଗାମୀ ଦିନରେ ବହୁତ କିଛି ବାଣ୍ଟିବାକୁ ଅଛି, କିନ୍ତୁ ବର୍ତ୍ତମାନ ପାଇଁ, ଆମର ଟିଜର ଡ୍ରପ୍ ପାଇଁ ମୋର କୃତଜ୍ଞତା ପ୍ରକାଶ କରୁଛି ।'ଆମେ ଅଗଷ୍ଟ ୧୪, ୨୦୨୫  ଆସୁଛି  ବୋଲି ଲେଖିଛନ୍ତି।'

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.