PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଯେବେ ପ୍ରଧାନମନ୍ତ୍ରୀ ମୋଦି ଫୋନ୍‌ରେ କହିଲେ – ଆପଣ ଉପ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି , ମୋ ଆଖିରେ ଲୁହ ଆସି ଯାଇ ଥିଲା : ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ – ରାଜ୍ୟସଭାର ସଭାପତି ତଥା ଉପରାଷ୍ଟ୍ରପତି ଏମ୍‌.ଭେଙ୍କେୟା ନାଇଡୁଙ୍କୁ ସୋମବାର ଦିଆ ଯାଇଛି ବିଦାୟୀ ସମ୍ୱର୍ଦ୍ଧନା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦାୟୀ ଭାଷଣ ଦେଇଥିଲେ ଏବଂ ନାଇଡୁଙ୍କର କାର୍ଯ୍ୟକାଳକୁ ମନେପକାଇ ଥିଲେ। ପିଏମ୍‌ କହିଥିଲେ ଏହା ଗୃହ ପାଇଁ ବହୁତ ଭାବ ବିହ୍ୱୋଳର ସମୟ। ଏହି ଗୃହକୁ ନେତୃତ୍ୱ ଦେବାରେ ଆପଣଙ୍କର ଦାୟିତ୍ୱ ଯଦିଓ ପୂରା ହୋଇଛି , ହେଲେ ଆପଣଙ୍କର ଅନୁଭବ ଓ ଅଭିଜ୍ଞତାର ଲାଭ ଭବିଷ୍ୟତରେ ଆମକୁ ଦୀର୍ଘ ଦିନ ଯାଏ ମିଳୁଥିବ।

ବିଦାୟୀ କାର୍ଯ୍ୟକ୍ରମରେ ଭେଙ୍କେୟା ନାଇଡୁ ଏକ କାହାଣୀ ଶୁଣାଇଥିଲେ । ସେ କହିଥିଲେ କି , ମୁଁ ନିଜର ଜୀବନରେ କେବେ କାହାର ପାଦ ଧରିନାହିଁ । ସେ ୫ ବର୍ଷ ପୂର୍ବେ ପିଏମ୍‌ ନରେନ୍ଦ୍ର ମୋଦିଙ୍କର ସେହି ଫୋନ୍‌ କଲ୍‌ କଥା ବି କହିଥିଲେ , ଯେଉଁଥିରେ ପାର୍ଟି ପକ୍ଷରୁ ନାଇଡୁଙ୍କୁ ଉପରାଷ୍ଟ୍ରପତି ପାଇଁ ସିଲେକ୍ଟ କରାଯାଇ ଥିଲା । ନାଇଡୁ କହିଥିଲେ କି ଯେଉଁ ଦିନ ପିଏମ୍‌ ମୋଦି ଫୋନ୍‌ କରି କହିଥିଲେ କି, ମୋତେ ଉପରାଷ୍ଟ୍ରପତି ପାଇଁ ଚୟନ କରାଯାଉଛି , ସେତେବେଳେ ମୋ ଆଖିରେ ଲୁହ ଆସି ଯାଇଥିଲା । ଏହି ଲୁହ ମୋର ଏଥିପାଇଁ ଆସିଥିଲା କି ମୋତେ ନିଜର ପାର୍ଟି ଛାଡ଼ିବାକୁ ପଡ଼ିବ।

ସମ୍ବନ୍ଧିତ ଖବର