ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||
  • ଆଜି ରଥଯାତ୍ରା ପ୍ରସ୍ତୁତି ବୈଠକ, ପୁରୀ ସର୍କିଟ୍ ହାଉସ୍‌ରେ ବସିବ ମିଟିଂ
  • ||
  • IPL 2024: ଆଜି ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା, ପ୍ରଥମ ବିଜୟ ପାଇଁ ବ୍ୟଗ୍ର ପନ୍ତ ବାହିନୀ
  • ||
  • ଗୁରୁବାର ପଦ୍ମ ଧରିବେ ସାଂସଦ ଭର୍ତ୍ତୃହରି ମହତାବ ! ମିଳିପାରେ କଟକ ଲୋକସଭା ପ୍ରାର୍ଥୀ ଟିକେଟ୍
  • ||
  • ଆହୁରି ଜଳାଇବ ତାତି, ୩ ଦିନରେ ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା
  • ||

ଲୋକସଭାରେ ପଚାରିଲେ ଓଓ୍ବେସୀ,କାହିଁକି କରାଯାଉନି ଭିଡ଼ ହିଂସା ବିରୋଧରେ ଆଇନ?

ନୂଆଦିଲ୍ଲୀ,୧୯।୭: ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତେହାଦୁଲ ମୁସଲିମିନ(ଏଆଇଏମଆଇଏମ)ର ଅଧ୍ୟକ୍ଷ ଅସଦୁଦ୍ଦିନ ଓଓ୍ବେସୀ ଆଜି ଲୋକସଭାରେ ଭିଡ ହିଂସା(ମବ ଲିଂଚିଙ୍ଗ) ଉପରେ ପ୍ରଶ୍ନ ଉଠାଇଛନ୍ତି। ଓ୍ବଓ୍ବେସୀ କହିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ବାରା ଆଇନ ହେବ ବୋଲି କହିବା ପରେ ମଧ୍ୟ ସରକାର ଭିଡ ହିଂସା ଉପରେ ଆଇନ ତିଆରି କରିପାରିଲେ ନାହିଁ। ହାଇଦ୍ରାବାଦରୁ ସାଂସଦ ଥିବା ଓଓ୍ବେସୀ କହିଛନ୍ତି, ମୁଁ ଗୃହମନ୍ତ୍ରୀଙ୍କୁ ପଚାରିବାକୁ ଚାହେଁ, ଭିଡ ହିଂସା ଉପରେ ଆଇନ କାହିଁକି ତିଆରି କରାଯାଉ ନାହିଁ?

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.