PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ନକଲି ମହିଳା ଏଏସ୍‌ଆଇଙ୍କୁ ଗିରଫ କଲା ପୋଲିସ, ଜାଲିଆତି କରି କାଟୁଥିଲେ କୋଭିଡ୍-୧୯ ଚାଲାଣ

ନୂଆଦିଲ୍ଲୀ  ୧୩।୮ : ଦିଲ୍ଲୀ ପୋଲିସ ଗୁରୁବାର ଏମିତି ଜଣେ ମହିଳାଙ୍କୁ ଗିରଫ କରିଛି ଯାହା ବିଷୟରେ ଶୁଣିଲେ ଆପଣ ବି ହୋଇଯିବେ। ମହିଳା ଜଣଙ୍କ ନିଜକୁ କହୁଥିଲେ ଏଏସ୍‌ଆଇ। ଦିଲ୍ଲୀ ପୋଲିସର ଆସିଷ୍ଟାଣ୍ଟ ସବ୍‌-ଇନସ୍ପେକ୍ଟର (ଏଏସ୍‌ଆଇ) କହି କୋଭିଡ-୧୯ ଚାଲାଣ କାଟୁଥିଲେ।

ଏହି ସମ୍ପର୍କରେ ଖବର ପାଇବା ପରେ ପୋଲିସ ମହିଳାଙ୍କୁ ଗିରଫ କରିବା ସହିତ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଦିଲ୍ଲୀ ପୋଲିସ କହିବାନୁସାରେ, ମହିଳାଙ୍କୁ ପଚରାଉଚୁରା କରାଯାଉଛି। ତେବେ ମହିଳା ଜଣଙ୍କ ଏହି କାମ ଏକଲା କରୁଥିଲେ ନା ତାଙ୍କ ଭଳି ଅନ୍ୟ ଲୋକ ବି ଏଥିରେ ସାମିଲ ଅଛନ୍ତି, ଏହା ଜାଣିବାକୁ ପୋଲିସ ଛାନଭିନ୍‌ ଜାରି ରଖିଛି।