PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ମହିଳାଙ୍କ ସାହସିକତା; ଲୁଟେରାଙ୍କୁ ଦେଲେ ପାନେ  

ଟାଙ୍ଗୀ, ୪/୧୨ : ମହିଳା ଜୀବନ ବୀମା ଏଜେଣ୍ଟଙ୍କ ସାହସିକତା । ଜାତୀୟ ରାଜପଥ ଲୁଟେରାଙ୍କୁ ଦେଲେ ପାନେ । ଏହାସହ ମହିଳା ଜଣଙ୍କ ବାଇକରୁ ପଡି ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କ ନାମ ମମତା ମୁଦୁଲି ହୋଇଥିବାବେଳେ ଘର ନିରାକାରପୁର ଥାନା ଅଧିନସ୍ଥ ବଡ ପୋଖରିଆ କଣ୍ଠପୁରପାଟଣା ଗ୍ରାମରେ ବୋଲି ଜଣାପଡ଼ିଛି । 

ଘଟଣା ଅନୁଯାୟୀ ମହିଳା ଜଣଙ୍କ ନିଜର ଜଣେ ସମ୍ପର୍କୀୟଙ୍କ ସହ ଜୀବନ ବୀମା କାମରେ ବାଇକରେ ବସି ଯାଉଥଲେ । ଏହି ସମୟରେ ଚଣ୍ଡେଶ୍ୱର ଓଭର ବ୍ରିଜ୍ ନିକଟରେ ଏକ ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଗାଡିକୁ ଫଲୋ କରିଥିଲେ । ଏହି ଘଟଣା ମହିଳା ଜଣକ ଜାଣିପାରି ନିଜକୁ  ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ କରିଥିଲେ । ଏହି ସମୟରେ ଚଳନ୍ତା ବାଇକରୁ ଲୁଟେରାମାନେ ମହିଳାଙ୍କ ଭ୍ୟାନିଟ୍ ଭିଡିବାବେଳେ ମହିଳା ଜଣଙ୍କ ଲୁଟେରାଙ୍କ ବାଇକକୁ ଗୋଇଠା ମାରିଥିଲେ । ଫଳରେ ଭାରସାମ୍ୟ ହରାଇ ଲୁଟେରା ଜଣକ ଜୀବନ ଧରି  ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ତେବେ ମହିଳା ଜଣକ ବାଇକରୁ ପଡି ଲହୁଲୁହାଣ ହୋଇଥିବା ଦେଖିବାକୁ ମିଳିଛି । ଟଙ୍କା ପଇସା ସହ ମହିଳା ସୁରକ୍ଷିତ ଅଛନ୍ତି । ପୁଲିସର ଅବହେଳା ଏବଂ ପାଟ୍ରୋଲିଂ କଡ଼ାକଡ଼ି କରାଯାଉନଥିବାରୁ ଏଭଳି ଘଟଣା ଘଟୁଥିବା ମହିଳା ଏଜେଣ୍ଟ ଜଣଙ୍କ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର