PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

କାମ ନମିଳିବାରୁ ସବୁ ସୀମା ପାର କଲେ ଏହି ଅଭିନେତ୍ରୀ, ଏମିତିକି … ଜାଣନ୍ତୁ କ’ଣ

ବଲିଉଡ଼ରେ କାମ ପାଇବାକୁ ହେଲେ ଜଣେ ସଂଘର୍ଷ ଅଭିନେତ୍ରୀକୁ ସତରେ କ’ଣ ଏମିତି କରିବାକୁ ପଡ଼େ। ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ହଁ ସତରେ, ସବୁ ଦିନେ ପ୍ରଡକ୍ସନ୍ ହାଉସ୍ ଆଗରେ ବୁଲିବାକୁ ପଡ଼େ। ତଥାପି ଅଭିନୟ କରିବାକୁ ସୁଯୋଗ ମିଳେନି। ଯଦି ବି କାମ ମିଳିଯାଏ ମାତ୍ର ହିଟ୍ ହେବ କି ନାହିଁ ତାର କିଛି ଗ୍ୟାରେଣ୍ଟି ନଥାଏ। ଏମିତି ବି ବହୁତ କଳାକାର ଅଛନ୍ତି ଯେଉଁମାନେ ଥରେ ଫିଲ୍ମ କରି ଦ୍ବିତୀୟ ଥର ଗାଏବ ହୋଇଯାଆନ୍ତି। ଆଉ କିଛି ଅଛନ୍ତି ଯେଉଁମାନେ କାମ ଦେବା ବାହାନାରେ ଅଭିନେତ୍ରୀର ଫାଇଦା ଉଠାନ୍ତି ଏବଂ ସେହି ସଂଘର୍ଷ ଅଭିନେତ୍ରୀମାନଙ୍କୁ କାଷ୍ଟିଂ କାଉଚରେ ଫସାଇ ଦିଅନ୍ତି।

ବଲିଉଡର ଏମିତି ଏକ ଅଭିନେତ୍ରୀ ଅଛନ୍ତି, ଯିଏ ବଲିଉଡ୍ର ରାଜ୍ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ସେ ଆଉ କେହି ନୁହଁନ୍ତି ଅଭିନେତ୍ରୀ ସର୍ଲିନ୍ ଚୋପ୍ରା। ସର୍ଲିନଙ୍କ ସମ୍ପର୍କ ସବୁବେଳେ ବିବାଦ ଘେରରେ। ଫେବ୍ରୁଆରି ୧୧ରେ ଜନ୍ମ ହୋଇଥିବା ସର୍ଲିନଙ୍କୁ ବତର୍ମାନ ୩୪ ବର୍ଷ। ତାଙ୍କର ଫ୍ୟାନ୍ସ ସବୁ ସର୍ଲିନ ନାମରେ ହିଁ ତାଙ୍କୁ ଜାଣନ୍ତି। ମାତ୍ର ସର୍ଲିନଙ୍କ ନାଁ ପ୍ରକୃତରେ ତାହା ନୁହେଁ।

ସର୍ଲିନଙ୍କ ଅସଲ ନାଁ ମୋନା ଚୋପ୍ରା। ସର୍ଲନ୍ ସେ ସମୟରେ ବେଶି ଚର୍ଚାକୁ ଆସିଥିଲା ଯେତେବେଳେ ସେ ପ୍ଲେବୟ ମାଗାଜିନ୍ ପାଇଁ ନଗ୍ନ ପୋଜ୍ ଦେଇଥିଲେ। ସର୍ଲିନ୍ ପ୍ରଥମ ଭାରତୀୟ ମହିଳା ଥିଲେ ଯିଏ ପ୍ଲେବୟ ପାଇଁ ନଗ୍ନ ଫଟୋ ସୁଟ୍ କରିଥିଲେ। ଏହି ଫଟୋ ସୁଟ୍ ଜରିଆରେ ସର୍ଲିନ ସମସ୍ତଙ୍କ ଧ୍ୟାନକୁ ନିଜ ଆଡ଼କୁ କାବୁ କରିଥିଲେ। ରାତାରାତି ସର୍ଲିନ ସମସ୍ତଙ୍କ ନଜରରେ ଆସିଥିଲେ। ସର୍ଲିନ ନିଜର ସେକ୍ସ ଲାଇଫ ବିଷୟରେ ବଡ଼ ଖୁଲାସା ହୋଇଥିଲା। ଏହା ସେବେ କାଳର କଥା ଯେବେ ସର୍ଲିନ୍ ମଡେଲିଂ କରୁଥିଲେ ଏବଂ ବଲିଉଡ୍ ପାଇଁ ସଂଘର୍ଷ କରୁଥିଲେ।

ସର୍ଲିନ୍ କହିଛନ୍ତି, ମଡେଲିଂ କରୁଥିବା ସମୟରେ ଟଙ୍କାକୁ ବହୁତ ଲୋକଙ୍କ ସହିତ ଭାଗ କରିଛନ୍ତି। ସର୍ଲିନ୍ ଟ୍ବିଟ୍ କରିଛନ୍ତି କି, ଏମିତି କିଛି ଘଟଣା ଘଟିଛି ଯେଉଁଥିରେ ଟଙ୍କା ପାଇଁ ସେ ସେକ୍ସ୍ କରିଛନ୍ତି ବୋଲି ସେ କହିଛନ୍ତି। ପ୍ଲେବୟ ମାଗାଜିନରେ ସ୍ଥାନ ପାଇବା ପାଇଁ ୮୬ ବୟସର ଜଣେ ସମ୍ପାଦକ ହ୍ୟୁ ହେଫନରଙ୍କ ସହିତ ସାଲିସ୍ କରିଥିଲେ ବୋଲି ସେ କହିଛନ୍ତି। ହେଫନରଙ୍କ ନିର୍ବନ୍ଧରେ ସର୍ଲିନ ନିଜ ଟ୍ବିଟର ଏକାଉଣ୍ଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କିଛି ସମୟ ପୂର୍ବରୁ ସର୍ଲିନ ନିଜ ପାଇଁ ଦେଶର ସର୍ବୋଚ ସମ୍ମାନ ‘ଭାରତ ରତ୍ନ’ ମାଙ୍ଗିଥିଲେ। ସର୍ଲିନ ଏମିତି ବି ଟ୍ବିଟ୍ କରି କହିଛନ୍ତି କି. ‘ମୋତେ ଭାରତ ରତ୍ନ ମିଳିବା ଦରକାର’। କିଛି ଲୋକ ସର୍ଲିନଙ୍କୁ ଲେସବିଅନ୍ ବୋଲି ଭାବନ୍ତି ବୋଲି ସେ ନିଜେ କହିଛନ୍ତି। ବିଦ୍ୟା ବାଲାନଙ୍କ ଦିବାନୀ ହେଲେ ସର୍ଲିନ। ତେଣୁ ତାଙ୍କ ସହିତ ସେ ଏକ ଫଟୋ ଉଠାଇବାକୁ ଚାହାନ୍ତି ବୋଲି କହିଛନ୍ତି। ଯଦି ତୁମେ ମୋ କଥା ଶୁଣିପାରୁଛ, ତେବେ ମୁଁ କହିବାକୁ ଚାହୁଁଛି କି, ବିଦ୍ୟା ମୁଁ ସିଦ୍ଧାର୍ଥଙ୍କ ଠାରୁ ଅଧିକ ଯତ୍ନ ତୁମର ନେଇପାରିବି ବୋଲି ସେ କହିଛନ୍ତି।

୨୦୦୨ରେ ‘ଭେଣ୍ଡି ମାବୁ’ ନାମକ ତେଲଗୁ ଫିଲ୍ମରେ ସର୍ଲିନ୍ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ତାମିଲ, ତେଲୁଗୁ ଏବଂ ହିନ୍ଦୀ ବ୍ୟତୀତ ଇଂରାଜୀ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି ସର୍ଲିନ୍।

ସମ୍ବନ୍ଧିତ ଖବର