ପ୍ରମୂଖ ଖବର
  • ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ
  • ||
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

‘ହିନ୍ଦୁ ମଜବୁତ ହେଲେ ଦୁନିଆ ଗମ୍ଭୀରତାର ସହ ନେବ, ପାକିସ୍ତାନ ସହ ବିବାଦ ଭିତରେ ଭାଗବତଙ୍କ ଅପିଲ

Published By : Manash Sahoo | May 25, 2025 2:41 PM

ନୂଆଦିଲ୍ଲୀ,୨୫।୫: ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ(ଆରଏସଏସ୍)ର ମୁଖ୍ୟ ମୋହନ ଭାଗବତ ଭାରତର ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ସ୍ପଷ୍ଟ ଗମ୍ଭୀର ଆକଳନ କରିଛନ୍ତି। ସେ କହିଛନ୍ତି ଭାରତ ପାଖରେ ଶକ୍ତିଶାଳୀ ହେବା ଅପେକ୍ଷା ଆଉ କୌଣସି ବିକଳ୍ପ ନାହିଁ। ତାଙ୍କର ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ସଂଘ ନିଜର ଶତବାର୍ଷୀକି ପାଇଁ ପ୍ରସ୍ତୁତି କରୁଛି। ନିକଟରେ ପାକିସ୍ତାନ ବିରୋଧରେ ସଫଳତାପୂର୍ବକ ‘ଅପରେସନ୍ ସିନ୍ଦୂର’ ସରିଛି।

ଏକ ସାକ୍ଷାତକାରରେ ଭାଗବତ କହିଛନ୍ତି, ଆମେ ବିଶ୍ବ ବ୍ୟାପାର ଉପରେ ପ୍ରଭୂତ୍ବ ରକ୍ଷା କରିବା ପାଇଁ ଶକ୍ତିଶାଳୀ ହେବାକୁ ଚାହୁଁନୁ। ବଂର ଏଥିପାଇଁ ସମସ୍ତେ ଶାନ୍ତିପୂର୍ଣ୍ଣ, ସୁସ୍ଥ ଓ ସଶକ୍ତ ଜୀବନ ବଞ୍ଚୁଛନ୍ତି। ଆମର ସୀମାରେ ଖରାପ ଶକ୍ତି ସକ୍ରିୟ ଅଛନ୍ତି। ତେଣୁ ଆମକୁ ଶକ୍ତି ଅର୍ଜିତ କରିବାକୁ ହେବ ବିଶ୍ବ ସ୍ତରରେ ଯେପରି ଅଜେୟ ହୋଇପାରିବୁ। ପ୍ରକୃତ ଶକ୍ତି ଆଭ୍ୟନ୍ତରୀଣ ହୋଇଥାଏ। ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଆମକୁ ଅନ୍ୟ ଉପରେ ନିର୍ଭର କରିବା ଉଚିତ ନୁହେଁ। ଯେ କୌଣସି ଶକ୍ତି, ଯେପରିକି ତାହା ବହୁ ଦେଶର ମିଳିତ ଶକ୍ତି ହେଉ, ତାହା ବକୁ ପରଜିତ ନକରି ପାରୁ। ଆମେ ଯୁଦ୍ଧର କାମନା କରୁନୁ, କିନ୍ତୁ ଯୁଦ୍ଧ ନହେଉ ତା’ର ପ୍ରସ୍ତୁତି କରୁ।’

ଭାଗବତ କହିଛନ୍ତି, ସୁରକ୍ଷା କେବଳ ସରକାର କିମ୍ବା ସେନା ନୁହେଁ, ବଂର ପୁରା ସମାଜରୁ ଆରମ୍ଭ ହୋଇଥାଏ। ସେ ହିନ୍ଦୁ ସମାଜକୁ ଆତ୍ମରକ୍ଷା କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଆପଣଙ୍କୁ ନିଜୁ ନିଜର ରକ୍ଷା କରିବାକୁ ହେବ।   ଅନ୍ୟର ଅପେକ୍ଷା କରନ୍ତୁ ନାହିଁ। ଯେତେବେଳେ ହିନ୍ଦୁ ପୁରା ମଜବୁତ ହୋଇ ଠିଆ ହୁଏ ସେତେବେଳେ ଦୁନିଆ ତାକୁ ଗମ୍ଭୀରତାର ସହ ନିଏ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.