PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଲ୍ୟାଣ୍ଡଲାଇନ୍ ନମ୍ବରରେ ବି କରିପାରିବେ ହ୍ବାଟସଅପ୍, କରିବାକୁ ପଡ଼ିବ ଏହି ୬ଟି ଷ୍ଟେପ୍

ହ୍ବାଟସଅପ୍ ଚଲାଇବା ପାଇଁ ନୂଆ ସିମ୍ କିଣିବାକୁ ଭାବୁଛନ୍ତି କି ତେବେ ପ୍ରଥମେ ଦେଖନ୍ତୁ ଲ୍ୟାଣ୍ଡଲାଇନ୍ ଫୋନରେ ଇନ୍ କମିଂ କଲ୍ ଆସୁଛି କି ନା ନାହିଁ। ଯଦି ଲ୍ୟାଣ୍ଡଲାଇନ୍ କାମ କରୁଛି ତେବେ ଲ୍ୟାଣ୍ଡଲାଇନ୍ ନମ୍ବରରୁ ହିଁ ହ୍ବାଟସଅପ୍ ଆରମ୍ଭ କରିପାରିବେ। ମୋବାଇଲରେ ଆପ୍ ଡାଉନଲୋଡ୍ କରିବା ସମୟରେ ହ୍ବାଟସଅପ୍ ବିଜନେସ୍ ଆପକୁ ବାଛନ୍ତୁ, ସାଧାରଣରେ ହ୍ବାଟସଅପରେ ଏହା କାମ କରିବ ନାହିଁ।

ଏଥିପାଇଁ ଏହି ଷ୍ଟେପ୍କୁ ଆପଣାନ୍ତୁ।

୧. ଏହାକୁ ଚଳାଇବା ପାଇଁ ପ୍ରଥମେ ଲ୍ୟାଣ୍ଡଲାଇନ୍ ନମ୍ବରର ଆବଶ୍ୟକତା ପଡ଼ିବ।

୨. ବିଜନେସ୍ ହ୍ବାଟସଅପକୁ ମୋବାଇଲରେ ଡାଉନଲୋଡ କରନ୍ତୁ।

୩. ହ୍ବାଟସଅପ ଇନଷ୍ଟଲ୍ ହେବା ପରେ ଲ୍ୟାଣ୍ଡଲାଇନ୍ ନମ୍ବରକୁ ସହରର ଏସଟିଡି କୋଡ ସହିତ ଖୋଲିବାକୁ ପଡ଼ିବ। ଏସଟିଡି କୋଡ ଲେଖିବା ସମୟରେ ଶୂନ୍ୟ (୦) ଲଗାନ୍ତୁ ନାହିଁ। ଯେମିକି କି ୦୭୫୫ ସହରର କୋଡ ନମ୍ବର ତାହେଲେ ୭୫୫ ଲେଖନ୍ତୁ। ଲ୍ୟାଣ୍ଡଲାଇନ୍ ନମ୍ବ ଜାଣିବା ପାଇଁ କୈାଣସି ଏକ ଫୋନରେ କଲ କରି ଚେକ୍ କରିପାରିବେ।

୪. ହ୍ବାଟସଅପ ଇନଷ୍ଟଲ୍ ହେବା ପରେ ଏହି ଆପ ଓଟିପି ବେସ୍ଡ ରେଜିଷ୍ଟେସନ ପାଇଁ ନମ୍ବର ଇନସର୍ଟ କରିବା ପରେ ଏହି ଆପ ଗୋଟିଏ ଓଟିପି ପଠାଇବ। ଲ୍ୟାଣ୍ଡଲାଇନ୍ ନମ୍ବର ଯୋଗୁଁ ଓଟିପି ଏସ୍ଏମ୍ଏସ୍ ମିଳିବ ନାହିଁ। ଓଟିପି ଟାଇମ୍ ଯିବାକୁ ଅପେକ୍ଷା କରନ୍ତୁ ତାପରେ ‘କଲ୍ ମି’ କୁ ବାଛି ଓଟିପି ବେରିଫିକେସନ ପାଇଁ କରନ୍ତୁ।

୫. ଏବେ ଲ୍ୟାଣ୍ଡଲାଇନରେ କଲ୍ ଆସିବ ଏବଂ ୬ଟିକିଆ ଓଟିପି ନମ୍ବର କହିବ। ଓଟିପି ଲେଖିବା ପରେ ହ୍ବାଟସଅପ ଏହାକୁ ଭେରିଫାଏ କରିବ। ଏବେ ଆପ ଆରମ୍ଭ କରିବା ପାଇଁ ପ୍ରୋସେଗିଂ ଫଲୋ କରନ୍ତୁ।

୬. ଲ୍ୟାଣ୍ଡଲାଇନ ନମ୍ବରର ଉପଯୋଗ ବିଜନେସ ହ୍ବାଟସଅପରେ କରିବା ଦ୍ବାରା ଫାଇଦା ଏହା କି, ଆପଣ ଅଚିହ୍ନାଙ୍କୁ ଆପଣଙ୍କ ମୋବାଇଲ ନମ୍ବର ଦେବା ଠାରୁ ବଞ୍ଚିତ ହେବେ। ଲ୍ୟାଣ୍ଡଲାଇନ ନମ୍ବରର ଉପଯୋଗ ଯଦି କରୁଛନ୍ତି ତେବେ କନ୍ଟାକ୍ଟ ତାଲିକା ବନ୍ଦ କରିବାକୁ ପଡ଼ିବ। ଅଟୋମେଟେଡ୍ ରିପ୍ଲାଇ ସେଟ୍ କରିପାରିବେ। ବିଜନେସ୍ ଆପରେ ମ୍ୟାସେଜକୁ ମ୍ୟାନେଜ କରିବା ପାଇଁ ବିକଳ୍ପ ବି ଅଛି।