ନୂଆଦିଲ୍ଲୀ,୧୦/୧୧: ସ୍ୱିଗି ଓ ଜୋମାଟୋ ପ୍ରତିସ୍ପର୍ଦ୍ଧା  ନିୟମ ଉଲ୍ଲଘଂନ କରିଛନ୍ତି । ଏହି ୨ କମ୍ପାନି ନିୟମ ଉଲ୍ଲଘଂନ  କରିଥିବା କମ୍ପିଟିସନ କମିଶନ ଅଫ୍‌ ଇଣ୍ଡିଆ (ସିସିଆଇ)  ଜାଣିବାକୁ ପାଇଛନ୍ତି । କମ୍ପାନିଗୁଡିକ ବେଆଇନ ବାଣିଜ୍ୟ  ପ୍ରାକ୍ଟିସ ଆପଣାଇଥିବା ସିସିଆଇ ଯାଞ୍ଚରୁ ପାଇଛନ୍ତି । ଏମିତିକି  କିଛି ରେଷ୍ଟୁରାଣ୍ଟଙ୍କୁ ମଧ୍ୟ ପ୍ଲାଟଫର୍ମରେ ବିଶେଷ ସୁବିଧା  ଦିଆଯାଇଛି । ୨୦୨୨ରୁ ୨ କମ୍ପାନି ବିରୋଧରେ ଯାଞ୍ଚ ହେଉôଥଲା ।  ଏହି ୨ କମ୍ପାନିକୁ ଶୁଣାଣି ଲାଗି ଡାକିବେ ସିସିଆଇ ।