ପ୍ରମୁଖ ଖବର
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବିଜେପିରେ ମିଶିବା ପୂର୍ବରୁ ନୀଳଗିରି ପାଇଁ ସନ୍ତୋଷ ଖଟୁଆଙ୍କ ନାମ ଘୋଷଣା, ସନ୍ଧ୍ୟାରେ ଧରିବେ ପଦ୍ମ

ନୀଳଗିରି, ୦୩/୦୫: ନେତାମାନଙ୍କ ଦଳ ପରିବର୍ତ୍ତନ ପାଇଁ ନୀଳଗିରି ରାଜନୀତି ସରଗରମ ହୋଇ ଉଠିଛି।ବିଜେପି ଛାଡି ବିଜେଡି ଦଳରେ ଯୋଗଦେଇଥିବା ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଦଳୀୟ ଟିକେଟ ହାତେଇବା ପରେ ବିଜେଡି ନେତା ସନ୍ତୋଷ ଖଟୁଆ ଗୁରୁବାର ବିଜେଡି ଛାଡିଥିଲେ। ଶୁକ୍ରବାର ହଜାରେରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ସନ୍ତୋଷ ଭୁବନେଶ୍ୱର ଅଭିମୁଖେ ବିଜେପିରେ ମିଶିବା ପାଇଁ ବାହାରିଛନ୍ତି।ରଥଯାତ୍ରା ଭଳି ପବିତ୍ର ଦିନରେ ବିଜେଡି ମୋତେ ଟିକେଟ ଦେବ ବୋଲି କହି ବିଶ୍ୱାସଘାତକତା କରିଥିବା କହିଛନ୍ତି। ଶୁକ୍ରବାର ବିଜେପି ଦଳରେ ଆନୁଷ୍ଠାନିକ ଭାବେ  ଯୋଗ ଦେବା ପୂର୍ବରୁ  ବିଜେପି ତାଙ୍କର ନାମ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା  କରିବା ସମସ୍ତଙ୍କୁ ଚକିତ କରିଛି।

ବାରବାଟୀ-କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ମିଳିଲା ବିଜେପି ଟିକେଟ୍‌

  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.