PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ରାସ୍ତାରେ ଚାହା ପିଉଥିବାବେଳେ ମାଡ଼ିଗଲା ଟ୍ରକ୍ ଜଣେ ମୃତ, ଜଣେ ଗୁରୁତର

ସୁନ୍ଦରଗଡ  ୨୨।୭: ସୁନ୍ଦରଗଡ କଲେଜ୍ ବାଇପାସ୍ ନିକଟରେ ଟ୍ରକ ଦୁର୍ଘଟଣା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଦୋକାନରେ ଠିଆ ହୋଇ ଚାହା ପିଉଥିବା ବେଳେ ଏମାନଙ୍କ ଉପରକୁ ଟ୍ରକ ମାଡିଯାଇଥିଲା ।

ମୃତକ ହେଲେ ତ୍ରିନାଥ ପ୍ରଧାନ, ଗୁରୁତର ହେଲେ ପ୍ରମାନନ୍ଦ ପ୍ରଧାନ । ମୃତ ତ୍ରିନାଥଙ୍କ ଘର ଦେବଗଡ ଜିଲ୍ଲା କାଦୋପଡା ଅଞ୍ଚଳରେ ହୋଇଥିବା ବେଳେ ଗୁରୁତରଙ୍କ ଘର ସବଡେଗା ଅଞ୍ଚଳରେ । ଉଭୟ ସୁନ୍ଦରଗଡ ବନ ବିଭାଗର କର୍ମଚାରୀ।