ଝାରସୁଗୁଡା,୮।୫ ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା କୁମ୍ଭାରବନ୍ଧ ଫାଣ୍ଡି ଅନ୍ତର୍ଗତ ତଲିବାହାଲ ଛକ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା l ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି l ମୃତକମାନେ ଅଏଁଲାପାଲି ଗ୍ରାମର ଗଙ୍ଗାଧର ସିଂହ(୨୮) ଓ କୁମ୍ଭାରବନ୍ଧ କିଶାନପଡା ଗ୍ରାମର ଶ୍ରୀକର କିଶାନ(୪୦) । ଗୁରତର ୨ ବ୍ୟକ୍ତି ହେଲେ ଅଏଁଲାପଡାର ଟିଲେଶ୍ଵର ସା ଓ ସୁଧାଂଶୁ ଭୋଇ l ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶଶି ଥରୁରଙ୍କୁ ଅପମାନ କରୁଛି ଦଳ...କେରଳର ପୂର୍ବତନ କଂ...