PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ପୋଲ ତଳକୁ ଖସିଲା ବାଇକ, ୨ ଯୁବକ ଗୁରୁତର

ନୀଳଗିରି,୨୪/୧୧(ଆ.ପ୍ର) ବାଲେଶ୍ଵର ଜିଲ୍ଲା ସେରଗଡ଼ ଉଦଳା ରାଜ୍ୟପଥ ଗୋହିରା ନିକଟ କମଳାନଦୀ ପୋଲରେ ଘଟିଛି ଦୁର୍ଘଟଣା।ପୋଲ ତଳକୁ  ବାଇକ ଖସି ଦୁଇ ଯୁବକ ଗୁରୁତର ହୋଇଛନ୍ତି।  ଯୁବକମାନେ ବାଲେଶ୍ଵର ସାରଗାଁ ଅଞ୍ଚଳର ବୋଲି ଜଣାପଡିଛି।

କପ୍ତିପଦା ଆଡୁ ଦୁଇ ଜଣ ଯୁବକ ନୀଳଗିରି ଆଡକୁ ଦ୍ରୁତ ଗତିରେ ଆସୁଥିଲେ।  ଗୋହିରା ନିକଟ କମଳା ନଦୀ ପୋଲ ଉପରେ ଭାରସାମ୍ୟ ହରାଇ ବାଇକରେ  ତଳକୁ ଖସି ପଡ଼ିଥିଲେ। ବାଇକଟି ଭାଙ୍ଗି ଚୁରମାର ହୋଇଥିବା ବେଳେ ଦୁଇ ଯୁବକଙ୍କୁ ଗୁରୁତର ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ  ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।