ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଅଗଷ୍ଟରେ ଏକାଧିକ ଗ୍ରହ ଚଳନ; ମେଷ ଠାରୁ ମୀନ, ଜାଣନ୍ତୁ କେଉଁ ରାଶିଙ୍କ ବଦଳିବ ଭାଗ୍ୟ...

Published By : Harapriya Sethi | August 2, 2025 6:41 AM

ବର୍ଷ ୨୦୨୫ର ଅଷ୍ଟମ ମାସ ଅଗଷ୍ଟ ମାସ ଗତ କାଲି ଠାରୁ ଆରମ୍ଭ ହୋଇଛି । ଜ୍ୟୋତିଷ ଦୃଷ୍ଟି କୋଣରୁ ଏହି ମାସ ଖୁବ୍‌ ଖାସ୍‌ । କାରଣ ଏହି ମାସରେ ଅନେକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ସହ ରାଜଯୋଗ ସୃଷ୍ଟି କରିବେ । ତେବେ ଜାଣନ୍ତୁ ଏହି ମାସରେ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ମେଷ- ଏହି ରାଶିଙ୍କୁ ଅନେକ ସକରାତ୍ମକ ଫଳ ମିଳିବ । ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ । ଯେଉଁମାନେ ଚାକିରି ପାଇଁ ଇଚ୍ଛୁକ ସେମାନଙ୍କର ଚାକିରି ହେବ । ବ୍ୟବସାୟରେ ମଧ୍ୟ ଲାଭ ମିଳିବ ।

ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଅନେକ ଇଚ୍ଛା ପୂରଣ ହେବ । ଭାଗ୍ୟର ସାଥ୍‌ ମିଳିବ । ପ୍ରେମ ସମ୍ପର୍କ ମଜଭୁତ ହେବ ।

ମିଥୁନ- ଆର୍ଥିକ ସ୍ଥିତି ମଜଭୁତ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ବୈବାହିକ ଜୀବନ ସୁଖମୟ ହେବ । ଜୀବନରେ ଖୁସିରେ ଆଗମନ ହେବ ।

କର୍କଟ- ଧନ ଲାଭ ହେବ । ଟଙ୍କା ସଞ୍ଚୟ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଅନେକ କ୍ଷେତ୍ରରେ ସଫଳତା ମିଳିବ ।

ସିଂହ- ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । ବାଦ ବିବାଦରୁ ଦୁରେଇ ରୁହନ୍ତୁ । ଖର୍ଚ୍ଚାନ୍ତ ହୋଇ ପାରନ୍ତି । ବ୍ୟବସାୟରେ ଲାଭ ମିଳିବ ।

କନ୍ୟା- ନୂଆ ନୂଆ ସୁଯୋଗ ମିଳିବ । ଧୈର୍ଯ୍ୟ ଓ ଭାବି ଚିନ୍ତି କାମ କଲେ ସଫଳତା ମିଳିବ । ସୁଖସମୃଦ୍ଧି ପ୍ରାପ୍ତି ହେବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ ।

ତୁଳା- ହଠାତ୍‌ ଧନ ଲାଭ ହେବ । ପରିଶ୍ରମ କରି ସଫଳତା ପାଇବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ପରିବାରରେ ହସଖୁସିର ବାତାବରଣ ରହିବ ।

ବିଛା- ଅନେକ ସକରାତ୍ମକ ଫଳ ମିଳିବ । ବ୍ୟବସାୟରେ ଲାଭ ମିଳିବ । ଟଙ୍କା କରଜ କରନ୍ତୁ ନାହିଁ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ ।

ଧନୁ- ଭାଗ୍ୟର ସାଥ୍‌ ମିଳିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଧନ ଲାଭର ଯୋଗ ରହିଛି । ପରିବାରରେ ହସଖୁସିର ବାତାବରଣ ରହିବ । ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ମକର- ଏହି ରାଶିଙ୍କୁ ମଧ୍ୟ ସକରାତ୍ମକ ଫଳ ମିଳିବ । କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ । ଭାବି ଚିନ୍ତି କାର୍ଯ୍ୟ କଲେ ସହଜରେ ସଫଳତା ମିଳିବ । ଜୀବନରେ ଥିବା ସମସ୍ୟା ଦୂର ହେବ ।

କୁମ୍ଭ- ଏହି ରାଶିଙ୍କୁ ଅନେକ ଶୁଭଫଳ ମିଳିବ । ଆୟରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯାତ୍ରାର ଯୋଗ ରହିଛି ।

ମୀନ- କର୍ମକ୍ଷେତ୍ରରେ ଉନ୍ନତି ହେବ । ସମ୍ପର୍କରେ ମଧୁରତା ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ହଠାତ୍‌ ଧନ ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.