ନିମବାହାଳି,୨୦/୫: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଡିଆକାଟେଣୀ ଛକରୁ ମୋଟେଙ୍ଗା ପୁଲିସ ଗଞ୍ଜେଇ ଜବତ କରିଛି। ମୋଟଙ୍ଗା ପୁଲିସ ୨୫ କେଜି ଗଞ୍ଜେଇ ଜବତ କରିଥିବାବେଳେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବିଶ୍ୱଜିତ ବେହେରା (୨୫)। ଜବତ ଗଞ୍ଜେଇ ଛେଣ୍ଡିପଦାରୁ ଭୁବନେଶ୍ୱର ଅଞ୍ଚଳକୁ ଚାଲାଣ ହେଉଥିବା ନେଇ ପୁଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି ।

‘ବେଙ୍ଗଲ କେବେ ବି' ବିଜେପି ହାତକୁ ଯିବ ନାହିଁ, ମୋଦୀଙ...