ଭୁବନେଶ୍ବର,୧୨।୧୨ : ଗେମିଙ୍ଗ ଆପରେ ଠକେଇ କରୁଥିବା ଠକର ଠିକଣା ଠାବ। ଏୟାରଫିଲ୍ଡ  ଥାନା ଅଧୀନ  ବୋତୋଣ୍ଡାର ଏକ ଘରେ ଚଳାଇଥିଲେ ଗେମିଂ ଆପରେ ଠକେଇ। ସନ୍ଧାନ ପାଇବା ପରେ  କମିଶନରେଟ ପୋଲିସର ସ୍ବେଶାଲ ସ୍କ୍ବାର୍ଡ ଚଢ଼ାଉ କରିଛି। ସେଠାରୁ ୪ ସାଇବର ଲୁଟେରା ପୋଲିସ ହାତରେ ଧରାପଡିଛନ୍ତି। ଘର ଭିତରେ ପୋଲିସର ଛାନଭିନ୍‌ କରୁଛି।