ମାଲକାନଗିରି ୧୦/୦୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ପାଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ମାଲାକନଗିରି ଜିଲ୍ଲାର ୪୦ଜଣ ବଣ୍ଡା ଓ ଡିଡ଼ାଇ ଜନଜାତିର ଯୁବକଯୁବତୀ । ରାଷ୍ଟ୍ରପତି ସେମାନଙ୍କ ଚଳଣି ସମ୍ପର୍କରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସେମାନେ ଏହି ଯାତ୍ରା କରିଛନ୍ତି । ଗୁରୁବାର ଅପରାହ୍ଣରେ ସ୍ୱତନ୍ତ୍ର ବସ୍ ଯୋଗେ ଖଇରପୁଟଠାରୁ ଭୁବନେଶ୍ୱରକୁ ଯାତ୍ରା ଆରମ୍ଭ କରିଥିଲେ । ଶୁକ୍ରବାର ଭୁବନେଶ୍ୱରରୁ ଟ୍ରେନ୍ରେ ସେମାନେ ଦିଲ୍ଲୀ ଯାତ୍ରା କରିଥିବା ଜଣାପଡ଼ିଛି ।
wp:embed {"url":"https://www.prameya.com/the-fastest-train-of-india-is-vande-bharat-train-who-is-the-manufacturer-of-this-train/","type":"wp-embed","providerNameSlug":"prameya"}
ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗ...