ସମ୍ୱଲପୁର,୨୭/୦୯: ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍ । ବର୍ତ୍ତମାନ ୧୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଶୁକ୍ରବାର ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଶନିବାର ଦିନ ସେଥିମଧ୍ୟରୁ ୪ ଟି ଗେଟ୍ ବନ୍ଦ କରାଯାଇଛି ।  

ଲଗାତାର ବର୍ଷା କାରଣରୁ ଶୁକ୍ରବାର ହୀରାକୁଦ ଜଳ ଭଣ୍ଡାରର ୨୦ଟି ଗେଟ ଖୋଲା ଯାଇଥିଲା ଯେଉଁ କାରଣରୁ ଶୁକ୍ରବାର ମୁଣ୍ଡଳୀରେ ଲକ୍ଷ ୭୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା । ଆଜି ସେଥିମଧ୍ୟରୁ ୪ଟି ବନ୍ଦ କରାଯାଇଛି ।