PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

୫ ଘଣ୍ଟା ପରିଶ୍ରମ କରି ୫୦୦ ଟଙ୍କା ଚୋରି କଲେ ଚୋର

Representative image

ବ୍ରହ୍ମପୁର,୨।୧୦: ବ୍ରହ୍ମପୁର ଲୋଚାପଡା ଶକ୍ତି ନଗର ୭ମ ଲାଇନରେ ଥିବା ଏକ ତାଲା ପଡିଥିବା ବନ୍ଦ ଘରୁ ଚୋରି ହୋଇଛି । ତେବେ ଚୋରମାନେ ୫ ଘଣ୍ଟା ପରିଶ୍ରମ କରି ମାତ୍ର ୫୦୦ ଟଙ୍କା ନେଇ ସେଠାରୁ ଯିବା ଚର୍ଚ୍ଚାର ବିଷୟ ପାଲଟିଛି ।

 ସୂଚନା ଅନଯାୟୀ ଶକ୍ତିନଗର ୭ମ ଲାଇନରେ ରହୁଥିବା ସୂର୍ଯ୍ୟନାରାୟଣ ପଟ୍ଟନାୟକ ନିଜ ଚିକିତ୍ସା ପାଇଁ ହାଇଦ୍ରାବାଦ ଯାଇଥିଲେ । ଘରେ କେହି ନଥିବା ବେଳେ ଚୋର  ଘର ଭିତରେ ପଶିଥିଲେ ।ଘରର ବଡ ବଡ ଗ୍ରୀଲ, ତାଲା ଓ କବାଟ ଭାଙ୍ଗିବା ସହ ବହୁ ପରିଶ୍ରମ କରି ଚୋର ଭିତରକୁ ପଶିଥିଲେ । ଭିତରେ ଥିବା ଆଲମିରା ଭାଙ୍ଗି ଥିଲେ । ହେଲେ ସେଠାରେ ଟଙ୍କା କିମ୍ବା ସୁନା ମିଳିନଥିଲା ।ଶେଷରେ ଆଲମିରା ଭିତରେ ଥିବା ମାତ୍ର ୫୦୦ ଯଙ୍କା ନେଇ ଚୋର ଦଳ ସେଠାରୁ ଫେରି ଯାଇଛନ୍ତି । ସୂର୍ଯ୍ୟନାରାୟଣ ହାଇଦ୍ରାବାଦରୁ ଫେରିବା ପରେ ଘରର ତାଲା ଭଙ୍ଗା ଯାଇଥିବା ଦେଖି ନିମଖଣ୍ଡି ଫାଣ୍ଡି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।