ଭୁବନେଶ୍ବର,୬।୧୦ :  କୋରାପୁଟ ଜିଲା କୁନ୍ଦୁରା ବ୍ଲକସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ  ହାତରେ ଧରାପଡିଛନ୍ତି। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ  ଟିମ୍ ଗିରଫ କରି। ମସିଗାଁ ଗ୍ରାମ ପଞ୍ଚାୟତର ଏମଜିଏନଆରଇଜିଏ କାର୍ଯ୍ୟ ବିଲ କରାଇ ଦେବି କହି  ଠିକାଦାରଙ୍କ ଠାରୁ ୨୦ ହଜାର  ଟଙ୍କା ଲମ୍ବୋଦର ଲାଞ୍ଚ  ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ଲମ୍ବୋଦରଙ୍କ ଠାରୁ ୨୦ ହଜାର ଟଙ୍କା ଜବତ କରିଥିଲା।