ଭୁବନେଶ୍ବର,୩।୯ : ଗଣିତ ଆସିଲାନି, ମାଡ଼ ମାରି ଛାତ୍ରୀ ଆଖି ନଷ୍ଟ କରିଦେଲେ ଶିକ୍ଷୟିତ୍ରୀ । ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି  ଶିକ୍ଷୟିତ୍ରୀ ଆଖି ଫଟେଇ ଦେଇଥିବା ଅଭିଯୋଗ ହୋଇଛି I ଭୁବନେଶ୍ବର ଡୁମୁଡୁମା ଫେଜ-ଟୁରେ ଥିବା ଏକ ଶିକ୍ଷାକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା  ଘଟିଛିଛାତ୍ରୀକୁ   ଏକ ଆଇ ହସ୍ପିଟାଲରେ ଚିକିତ୍ସା କରାଯାଇଛି । ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି