ପୁରୀ, ୦୨/୦୬: ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ।

 ଚଳଚଞ୍ଚଳ ରଥଖଳା, ରଥ ନିର୍ମାଣ କାର୍ଯ୍ୟରେ ମହାରଣା ସେବକ ।

ଆଜି ପଡ଼ିଲା ଦ୍ବିତୀୟ ହରିବୋଲ, ଚକ ଅଖରେ ଉଠିଲା ରଥ ଦଣ୍ଡା ।

​​​​​​​