PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଏୟାର ଡିଫେନ୍ସ ସିଷ୍ଟମକୁ ଷ୍ଟ୍ରାଇକିଂ ମୋଡ଼ରେ ରଖିଥିଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,୨୬।୨: ଭାରତୀୟ ବାୟୁସେନା ପକ୍ଷରୁ ଆଜି ପ୍ରତ୍ୟୁଷରେ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଆକାଶମାର୍ଗରୁ କରା ଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତ- ପାକ୍‌ ସୀମାନ୍ତରେ ଭାରତ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ସୀମାନ୍ତରେ ­­­ସିଷ୍ଟମ’କୁ ‘ଷ୍ଟ୍ରାଇକିଂ ମୋଡ଼୍‍’ରେ ରଖାଯାଇଛି। ଏତଦ୍‌ବ୍ୟତୀତ ଦେଶର ସମସ୍ତ ଅନ୍ତର୍ଜାତିକ ସୀମାକୁ ମଧ୍ୟ ହାଇ ଆଲର୍ଟ ମଧ୍ୟରେ ରଖାଯାଇଛି। ଯଦି ପାକିସ୍ତାନ ପକ୍ଷରୁ କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ହୁଏ ତେବେ ତୁରନ୍ତ ତା’ର ଜବାବ୍‌ ଦେବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ସମସ୍ତ ‘ଏୟାର ଡିଫେନ୍ସ ସିଷ୍ଟମ’କୁ ‘ଷ୍ଟ୍ରାଇକିଂ ମୋଡ଼୍‍’ରେ ରଖିଛି। ଏଥିସହ ସୀମାନ୍ତବର୍ତ୍ତୀ ରାଜ୍ୟଗୁଡ଼ିକର ପୁଲିସ୍‌ ବାହିନୀକୁ ମଧ୍ୟ ହାଇଆଲର୍ଟ ମଧ୍ୟରେ ରଖାଯିବା ସହ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ବରୂପ ସନ୍ଧ୍ୟା ପରେ କୌଣସି ପ୍ରକାରର ଆଲୋକ ନ ଜଳାଇବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର