ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ହାଉସଫୁଲ ୫ ସେଟରେ ଆହତ ହେଲେ ଅକ୍ଷୟ କୁମାର, ଜାଣନ୍ତୁ କିଭଳି ରହିଛି ସ୍ବାସ୍ଥ୍ୟବସ୍ଥା

Published By : Gurupada Nath | December 12, 2024 5:40 PM

ମୁମ୍ବାଇ, ୧୨/୧୨ :  ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫ୍ୟାନ୍ସଙ୍କ ଲାଗି ଦୁଃଖଦ ଖବର । ଖିଲାଡ଼ି କୁମାର ନିଜ ଅପକମିଂ ଫିଲ୍ମର ସୁଟିଂ କରିବା ସମୟରେ ଆହତ ହୋଇଛନ୍ତି । କୁହାଯାଉଛି କି ଅକ୍ଷୟ କୁମାର ଫିଲ୍ମ ହାଉସଫୁଲ ୫ର ସୁଟିଂ କରୁଥିଲେ । ଏହି ଫିଲ୍ମର ସୁଟିଂ ସମୟରେ ଆଘାତ ଲାଗି ସେ ଆହତ ହୋଇଛନ୍ତି । ଅକ୍ଷୟ କୁମାର ଯେତେବେଳେ ଏକ ଆକ୍ସନ ସିକ୍ବେନ୍ସ ସୁଟିଂ କରୁଥିଲେ ଏହି ଦୁର୍ଘଟଣା ସେତେବେଳେ ଘଟିଛି । କୁହାଯାଉଛି କି ହାଉସଫୁଲ ୫ର ସେଟରେ ହଠାତ୍ କିଛି ଜିନିଷ ତାଙ୍କ ଉପରେ ପଡ଼ିଯାଇଥିଲା , ଫଳରେ ଅକ୍ଷୟ କୁମାର ଆହତ ହୋଇଛନ୍ତି ।

ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଅକ୍ଷୟ କୁମାରଙ୍କୁ ବିଶ୍ରାମ ନେବାକୁ କହିଥିଲେ ଏବଂ ଠିକ୍ ହେବା ପରେ ପୁଣି କାମ କରିବାକୁ ପରାମର୍ଶ ଦେଇଥିଲେ । ସେହିଭଳି ହାଉସଫୁଲ ୫ର ପ୍ରଡକ୍ସନ ଟିମ୍ ଆଶ୍ବସନା ଦେଇଛି କି ଭବିଷ୍ୟତର ସୁଟିଂ ଲାଗି ସବୁ ଆବଶ୍ୟକ ସୁରକ୍ଷା ସାମଗ୍ରୀକୁ ରଖାଯିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.