PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଇଡିରେ ହାଜର ହେବେ ଅକ୍ଷୟ ପରିଜା

ଭୁବନେଶ୍ୱର ୧୯/୧୧: ଇଡିରେ ହାଜର ହେବେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ଅକ୍ଷୟ ପରିଜା। ଅକ୍ଷୟଙ୍କୁ ନୋଟିସ ଜାରି କରିଛି ଇଡି । କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହେବା ପରେ ଅର୍ଚ୍ଚନା ନାଁରେ ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ।

ସେପଟେ ଖଗେଶ୍ୱର ପାତ୍ରଙ୍କ ରିମାଣ୍ଡ ଆସନ୍ତା ୨୧ ତାରିଖରେ ସରିବ । ଏହାପରେ ଇଡି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜେଲରେ ଜେରା କରିବ ବୋଲି ଜଣାପଡିଛି । ଏଥିପାଇଁ କୋର୍ଟର ଅନୁମତି ପାଇଁ ପ୍ରସ୍ତୁତ ହୋଇଛି ଇଡି।