ଶ୍ରୀମନ୍ଦିର ନିକଟରୁ ବିଦେଶୀ ପକ୍ଷୀ ଉଦ୍ଧାର
ଶ୍ରୀମନ୍ଦିର ନିକଟରୁ ବିଦେଶୀ ପକ୍ଷୀ ଉଦ୍ଧାର। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ପକ୍ଷୀଟି ବୁଲୁଥିବା ବେଳେ ଏହାକୁ ଉଦ୍ଧାର କରିଛନ୍ତି ଶ୍ରୀମନ୍ଦିର ସୁରକ୍ଷା କର୍ମୀ । ଉଦ୍ଧାର ପରେ ପକ୍ଷୀକୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ପକ୍ଷୀଟି କେଉଁଠୁ ଆସିଛି ତାକୁ ନେଇ ତଦନ୍ତ କରୁଛି ପୋଲିସ ।
Published By :
Gunanidhi
- Prameya Bureau |
July 05, 2026 01:24 PM
ପୁରୀ: ଶ୍ରୀମନ୍ଦିର ନିକଟରୁ ବିଦେଶୀ ପକ୍ଷୀ ଉଦ୍ଧାର। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ପକ୍ଷୀଟି ବୁଲୁଥିବା ବେଳେ ଏହାକୁ ଉଦ୍ଧାର କରିଛନ୍ତି ଶ୍ରୀମନ୍ଦିର ସୁରକ୍ଷା କର୍ମୀ । ଉଦ୍ଧାର ପରେ ପକ୍ଷୀକୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ପକ୍ଷୀଟି କେଉଁଠୁ ଆସିଛି ତାକୁ ନେଇ ତଦନ୍ତ କରୁଛି ପୋଲିସ । ବିଦେଶୀ ପକ୍ଷୀକୁ ଦେଖିବା ପାଇଁ ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । ଏହି ବିଦେଶୀ ପକ୍ଷୀକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।