PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଆଜି ହେବ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ୩୧ମନ୍ତ୍ରୀ ହେବେ ସାମିଲ

ପାଟନା,୧୬/୮ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ପ୍ରସାଦ ଯାଦବଙ୍କ ଦୁଇ ସଦସୀୟ ମନ୍ତ୍ରୀମଣ୍ଡଳର ଆଜି ସମ୍ପ୍ରସାରଣ ହେବ । ଯେଉଁଥିରେ ମହାଗଠବନ୍ଧନର ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୩୧ସଦସ୍ୟଙ୍କୁ ସାମିଲ କରାଯିବ ।

ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ସକାଳ ୧୧ଟା ୩୦ମିନିଟ ସମୟରେ ରାଜଭବନ ପରିସରରେ ଏକ ସମାରୋହର ଆୟୋଜନ କରାଯାଇଛି । ଏହି ସରକାରରେ ଆରଜେଡିର ସବୁଠାରୁ ଅଧିକ ୭୯ବିଧାୟକ ଅଛନ୍ତି । ଦ୍ବିତୀୟ ସ୍ଥାନରେ ଜେଡିୟୁର ବିଧାୟକଙ୍କ ସଂଖ୍ୟା ରହିଛି ।